IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ଦିନରେ ନଖ ଏବଂ ଚୁଟି କାଟନ୍ତୁ, ଜୀବନରେ କିଛି କ୍ଷତି ସହିବାକୁ ପଡିବ ନାହିଁ : Vastu tips

ତେବେ କେଉଁ ଦିନ ନଖ, ଚୁଟି କାଟିବା ଭଲ କେଉଁ ଦିନ ନଖ ଓ ଚୁଟି କାଟିବା ଭଲ ନୁହେଁ । ଏହି ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା । ତେବେ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ନଖ କିମ୍ବା ଚୁଟିକୁ କାଟିବା ବାରଣ କରାଯାଇଥାଏ । ତେବେ କୌଣସି ବ୍ୟକ୍ତି ଯଦି ଏହି ସବୁ ଦିନରେ ନଖ ଓ ଚୁଟି କାଟିବ ତେବେ ତାହା ପାଇଁ ଏହା ବହୁତ ଭଲ ହୋଇଥାଏ ।

ଯେଉଁ ମାନେ ବାହାରେ କୌଣସି ଚାକିରୀ ବା କୌଣସି ପ୍ରକାର କାର୍ଯ୍ୟ କରିଥାନ୍ତି । ସେମାନଙ୍କୁ ରବିବାର ଦିନ ସମୟ ମିଳିଲେ । ସେମାନେ ନିଜ ଶରୀରର ଯତ୍ନ ନେଇଥାନ୍ତି । ତେଣୁ ସେମାନେ ନଖ, ଚୁଟି ସେହି ଦିନ ହିଁ କାଟିଥାନ୍ତି । ତେବେ ରବିବାରକୁ ଭଗବାନ ସୂର୍ଯ୍ୟଙ୍କର ବାର ବୋଲି ମଧ୍ୟ ମାନାଯାଇଥାଏ । ତେଣୁ ଏହି ଦିନ ନଖ ଓ ଚୁଟି କାଟିବା ଦ୍ଵାରା ବ୍ୟକ୍ତିର ବୁଦ୍ଧି ଓ ଧନର କ୍ଷୟ ଘଟିଥାଏ ।

ସୋମବାର ଦିନ ଭଗବାନ ଶିବଙ୍କର ବାର ହୋଇଥାଏ । ତେଣୁ ଏହି ଦିନ ଚୁଟି ଓ ନଖ କାଟିବା ଦ୍ଵାରା ବ୍ୟକ୍ତି ନିଜ ଭାଗ୍ୟକୁ ସମସ୍ଯାକୁ ନିମନ୍ତ୍ରଣ ଦେଇଥାଏ । ତେଣୁ ସୋମବାର ଦିନ ମଧ୍ୟ ନଖ ଓ ଚୁଟି କାଟିବା ଅନୁଚିତ । ବୁଧବାର ଓ ଶୁକ୍ରବାର ଯଦି କୌଣସି ବ୍ୟକ୍ତି ନିଜର ନଖ, ଚୁଟି କାଟିଥାଏ । ତେବେ ବ୍ୟକ୍ତିର ଆର୍ଥିକ ବିଗିଡି ନଥାଏ ।

ଏଥିସହ ମା’ ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ମଧ୍ୟ ସେହି ବ୍ୟକ୍ତି ଉପରେ ହୋଇଥାଏ । ସେଥିପାଇଁ ସପ୍ତାହର ସାତ ବାର ମଧ୍ୟରୁ ବୁଧବାର ଓ ଶୁକ୍ରବାର ଦିନ ନଖ ଓ ଚୁଟି କାଟିବା ଉଚିତ । ଆପଣ ସେହି ବାରରେ ଏହି ସବୁ କାର୍ଯ୍ୟ ନିଜର କରିପାରିବେ । ଯାହା ଦ୍ଵାରା ଆପଣଙ୍କର କୌଣସି ପ୍ରକାର କ୍ଷତି ହେବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button