IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମୃତ ଲୋକଙ୍କର ଏହି 3ଟି ଜିନିଷ କେବେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ, ନଚେତ…

ନମସ୍କାର ବନ୍ଧୁଗଣ, ଆମ ପ୍ରିୟଜନ ଯେତେବେଳେ ଆମକୁ ସବୁଦିନ ପାଇଁ ଛାଡିଚାଲିଯାନ୍ତି ସେତେବେଳେ ଆମେ ତାଙ୍କ ସ୍ମୃତିକୁ ନେଇ ବଞ୍ଚିଯିବା କଥା ଭାବିଥାଉ । କିନ୍ତୁ ଏହା ଆମକୁ ଜଣା ନଥାଏ କି ମୃତ ବ୍ୟକ୍ତିଙ୍କ କେଉଁ ସବୁ ଜିନିଷକୁ ଘରେ ରଖିବା ଉଚିତ ଓ କେଉଁ ଠାରେ ରଖିବା ଉଚିତ । କାରଣ ମୃତୁ ପରେ ମଧ୍ୟ ଆତ୍ମା ସେହି ବସ୍ତୁ ସହ ଜଡିତ ହୋଇରହିଥାଏ । ନିଜର ମୋହ ମାୟା ତ୍ୟାଗ କରିପାରିନଥାଏ । ତେବେ ଆସନ୍ତୁ ଜାଣିବା ମୃତ ବ୍ୟକ୍ତିଙ୍କ କେଉଁ ଜିନିଷକୁ ବ୍ୟବହାର କରିବା ଉଚିତ ହୋଇନଥାଏ ।

ନିଜ ଘରେ ଆପଣ ପୂର୍ବ ପୁରୁଷଙ୍କ ଫଟୋ ଲଗାଇବା ଉଚିତ । କାରଣ ଏହା ବହୁତ ହିଁ ଶୁଭ ହୋଇଥାଏ । ମୃତ ବ୍ୟକ୍ତିଙ୍କ ଫଟୋ ତିଆରି କରିବା ବେଳେ ଧ୍ୟାନ ରଖିବେ କି ତାଙ୍କ ଫଟୋ ଦୁଃଖୀ କିମ୍ବା କ୍ରୋଧିତ ଅବସ୍ଥାରେ ନଥିବା ଦରକାର । ପୂର୍ବ ପୁରୁଷ ଫଟୋରେ ପ୍ରସନ୍ନ ଦେଖା ଜୀବ ଭଳି ଫଟୋ ତିଆରି କରିବା ଉଚିତ । ଏହାଦ୍ବାରା ଆପଣ ତାଙ୍କ ଫଟୋକୁ ଦର୍ଶନ କରିବା ଫଳରେ ଆପଣଙ୍କ ମନରେ ଶ୍ରଦ୍ଧା ଓ ଭଲପାଇବାର ଭାବନା ଆସିବା ଦରକାର ।

କ୍ରୋଧିତ ଅବସ୍ତାରେ ପୂର୍ବ ପୁରୁଷଙ୍କ ଫଟୋ ରହିବା ଦ୍ଵାରା ଏହା ମନରେ ଭୟକୁ ସୃଷ୍ଟି କରିଥାଏ । ଛୋଟ ପିଲାମାନେ ତାଙ୍କୁ ଭଲ ପାଇବା ବଦଳରେ ଦରିବାକୁ ଲାଗିବେ । ତାଙ୍କ ସାମ୍ନାରେ କେବେ ମଧ୍ୟ ନିଜ ମନର ଦୁଃଖ ଓ ରାଗକୁ ପ୍ରକଟ କରିବା ଉଚିତ ହୋଇନଥାଏ । ଏହାଫଳରେ ଆପଣଙ୍କ ପିତୃଗଣ ଦୁଖୀ ହୋଇଯାନ୍ତି । ପିତୃ ପକ୍ଷ ଛଡା ଅନ୍ୟ ଦିନରେ ତାଙ୍କ ଆବାହନ ବା ତାଙ୍କ ପୂଜା କରିବା ଉଚିତ ହୋଇନଥାଏ ।

ପିତୃପକ୍ଷ ଦିନ ଛଡା ଆପଣଙ୍କ ଘରେ ଯେଉଁ ଆତ୍ମା ସବୁ ପ୍ରବେଶ କରିଥାନ୍ତି ସେମାନେ ପ୍ରେତ ଆତ୍ମା ହୋଇଥାନ୍ତି । ଏହାଦ୍ବାରା ଘରେ ଭୟଙ୍କର ଦୁଖର ବାତାବରଣ ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୂର୍ବ ପୁରୁଷଙ୍କ ଫଟୋକୁ କେବେ ମଧ୍ୟ ପୂଜା ଘରେ ରଖିବା ଉଚିତ ହୋଇନଥାଏ । ଏହା ଦ୍ଵାରା ଭଗବାନଙ୍କର ଅପମାନ ହୋଇଥାଏ । ଅକାଳ ମୃତୁ ହୋଇଥିବା ବ୍ୟକ୍ତି ପ୍ରେତ ହୋଇ ପୃଥିବୀରେ ହିଁ ଘୁରି ବୁଲନ୍ତି ।

ତେଣୁ ଅକାଳ ମୃତୁ ବରଣ କରିଥିବା ଲୋକଙ୍କ ଫଟୋକୁ ଘରେ ଲଗାଇବା ଦ୍ଵାରା ଅଶୁଭ ଶକ୍ତିର ଆଗମନ ହୋଇଥାଏ । ପିତୃଙ୍କ ଫଟୋ ସବୁବେଳେ ଉତ୍ତର ଦିଗରେ କଗାଇବା ଦରକାର । ଏହାଫଳରେ ତାଙ୍କ ମୁଖ ଦକ୍ଷିଣ ଦିଗକୁ ରହିଥାଏ । ଏଘ ଶୁଭ ହୋଇଥାଏ । ଏହାଛଡା ଅନ୍ୟ କୌଣସି ଦିଗରେ ଫଟୋ ଲଗାଇବା ଉଚିତ ଅଟେ ନାହିଁ ।

ପ୍ରଥମ: ମୃତ ବ୍ୟକ୍ତିଙ୍କ କପଡା କେବେ ମଧ୍ୟ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ମୃତ ବ୍ୟକ୍ତିଙ୍କ ଆତ୍ମା ଆପଣଙ୍କ ସହ ଯୋଡି ହୋଇଯାଏ । ଦିତୀୟ: ମୃତ ବ୍ୟକ୍ତିଙ୍କ ଅଳଙ୍କାର ପିନ୍ଧିବା ମଧ୍ୟ ଉଚିତ ହୋଇନଥାଏ । ତୃତୀୟ: ମୃତ ବ୍ୟକ୍ତିଙ୍କ ଘଣ୍ଟା ବିନ୍ଧିବା ମଧ୍ୟ ଅନୁଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button