IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯେଉଁମାନେ ଏହି ୫ଟି କାମ କରି ସାରିବା ପରେ ଗାଧାନ୍ତି ନାହିଁ, ସାରା ଜୀବନ ଗରିବ ହୋଇ ରୁହନ୍ତି

ବନ୍ଧୁଗଣ ମନୁଷ୍ୟ ସମାଜ ପାଇଁ ଭଗବାନ ବହୁତ କିଛି ନୀତିନିୟମ ରଖିଛନ୍ତି। ଯେଉଁ ନିୟମ ଏବଂ ପରମ୍ପରାକୁ ଆମକୁ ମାନି ଚଳିବାକୁ ପଡିଥାଏ। ଯେଉଁ ନୀତିନିୟମ ଆମକୁ ତଥା ଆମ ପରିବାର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଆପଣମାନେ ଜାଣିଥିବେ ଗାଧୋଇବା ପରେ ଆମ ଶରୀର ପରିଷ୍କାର ପରିଛନ୍ନ ହେବା ସହିତ ଆମ ମନ ମଧ୍ୟ ଶାନ୍ତ ରହିଥାଏ। ଆମେ ପ୍ରତ୍ୟକ ଦିନ ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ସ୍ନାନ କରିଥାଉ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଏମିତି ୫ ଟି କାର୍ଯ୍ୟ ବିଷୟରେ କହିବା ପାଇଁ ଯାଉଛୁ ଯାହାକୁ କରିବା ପରେ ତୁରନ୍ତ ଗାଧୋଇବା ଆବଶ୍ୟକ ହୋଇଥାଏ। ନଚେତ ଆପଣମାନେ ବହୁତ ବଡ଼ ଅସୁବିଧାରେ ପଡିଯାଇପାରନ୍ତି। ତେବେ ଆସନ୍ତୁ ଜାଣିବା।

Google

ହସ୍ପିଟାଲରୁ ଫେରିବା ପରେ:-

ଯଦି ଆପଣ ରୋଗାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲକୁ ନେଇଯଉଛନ୍ତି ତେବେ ଫେରିବା ପରେ ନିଶ୍ଚିତ ଗାଧୋଇବା ପାଇଁ ଭୁଲନ୍ତୁ ନାହିଁ। କାରଣ ହସ୍ପିଟାଲରେ ଅନେକ ସଂକ୍ରମଣ ବ୍ୟାପିବା ସହିତ ଅନେକ ନାକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ। ଯଦି ଆପଣ ହସ୍ପିଟାଲରୁ ଫେରିବା ପରେ ନ ଗାଧୋଉଛନ୍ତି ତେବେ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିବା ସହିତ ଅନେକ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ।

ଶୌଚ କିମ୍ବା ଚୁଟି କାଟିବା ପରେ:-

ଆପଣ ଯଦି ଶୌଚ କରିବାକୁ ଯାଇଛନ୍ତି ତେବେ ଶୌଚ କରି ଗାଧୋଇବା ନିତାନ୍ତ ଆବଶ୍ୟକ। ନ ଗାଧୋଇ ଘରେ ପ୍ରବେଶ କରିବା ଉଚିତ ନୁହେଁ। ସେହିପରି ଚୁଟି କାଟିବାକୁ ଯାଇଥିଲେ ମଧ୍ୟ ଆପଣ ଗାଧୋଇବା ଦରକାର। କାରଣ ଆପଣ ଚୁଟି କାଟି ଆସିବା ପରେ ଆପଣଙ୍କ ଶରୀରରେ ଅନେକ ଛୋଟ ଛୋଟ କେଶ ଲାଗି ରହିଥାଏ।

Google

ରାତିରେ ସ୍ୱାମୀ ଏବଂ ସ୍ତ୍ରୀ ଏକାଠି ଶୋଇବା ପରେ:-

ଆପଣ ରାତିରେ ନିଜ ପାର୍ଟନରଙ୍କ ସହ ଗୋଟିଏ ବିଛଣାରେ ଗୋଟିଏ ବେଡ଼ରେ ଶୋଇଥାନ୍ତି। ତେବେ ଆପଣ ରାତିରେ ଶୋଇବା ପରେ ଆପଣଙ୍କ ମଧ୍ୟରେ ଗୋଟିଏ ଅଲଗା ଶକ୍ତି ରହିଥାଏ। ଅର୍ଥାତ ଆପଣଙ୍କ ମଧ୍ୟରେ ଅନୈତିକ ସମ୍ବଦ୍ଧ ଗଢି ଉଠେ ତେଣୁ ଆପଣ ଏହି କାମ ସାରିବା ପରେ ନିଶ୍ଚୟ ସକାଳୁ ଗାଧୋଇବାକୁ ଭୁଲନ୍ତୁ ନାହିଁ।

ସ୍ମଶାନରୁ ଫେରିବା ପରେ:-

ଆପଣ ମାନେ ଯଦି ସ୍ମଶାନକୁ ଯାଇଛନ୍ତି ତେବେ ଫେରିବା ପରେ ସ୍ନାନ କରିବା ପାଇଁ କେବେବି ଭୁଲନ୍ତୁ ନାହିଁ। କାରଣ ଆପଣ ସ୍ମଶାନରୁ ଫେରିବା ପରେ ଆପଣଙ୍କ ସାଥିରେ ନକରାତ୍ମକ ଶକ୍ତି ଆସିଥାଏ। ଏବଂ ନିଜ ବ୍ୟକ୍ତିଗତ ଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ। ତେଣୁ ସ୍ମଶାନରୁ ଫେରିବା ପରେ ଆପଣ ତୁରନ୍ତ ସ୍ନାନ କରିନିଅନ୍ତୁ।

Google

ଶରୀରରେ ତେଲ ମାଲିସ କରିବା ପରେ:-

ଏହି କାମ ପ୍ରାୟତଃ ସମସ୍ତେ ଭୁଲ କରିଥାନ୍ତି। ଆପଣ ଯଦି ଶରୀରରେ ତେଲ ମାଲିସ କରୁଛନ୍ତି ତେବେ ତେଲ ମାଲିସ କରି ସାରିବା ପରେ ଗାଧୋଇବା ପାଇଁ ଭୁଲନ୍ତୁ ନାହିଁ। କାରଣ ତେଲ ମାଲିସ କଲେ ଛୋଟ ଛୋଟ ଛିଦ୍ରରୁ ଝାଳ ବାହାରିଥାଏ। ଝାଳ ବାହାରିବା ପରେ ଶରୀରରୁ ଦୁର୍ଗଦ୍ଧ ବାହାରିଥାଏ। ତେଣୁ ଏହାକୁ ଦୂର କରିବା ପାଇଁ ଗାଧୋଇବା ନିହାତି ଜରୁରୀ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button