ଏହି ୨ଟି ଜିନିଷ ଚା ରେ ମିଶାନ୍ତୁ, ଆପଣଙ୍କ ଚା ଅମୃତ ହୋଇଯିବ, ଛୋଟ ବଡ ସମସ୍ତ ରୋଗ ମୂଳରୁ ଭଲ ହେବ

ବନ୍ଧୁଗଣ ଆମ ଦୁନିଆରେ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ଚାହା ଆଦୁ ପସନ୍ଦ ନୁହଁ ଏହା ସହିତ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅଧିକ ସମୟ ଚାହା ପିଇବା ପାଇଁ ଅଧିକ ଭଲ ପାଇଥାନ୍ତି |ଚାହା ଏମିତି ଏକ ଜିନିଷ ଯାହାର ସେବନ କଲେ ଆମର କୌଣସି କ୍ଷତି ହୋଇନଥାଏ ବରଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ |
ଅନେକ ବ୍ୟକ୍ତି ଭାବିଥାନ୍ତି ଯେ ଚାହା ପିଇବା ଦ୍ଵାରା ଆମ ଶରୀରରେ ଅନେକ କ୍ଷତି ହୋଇଥାଏ ମାତ୍ର ତାହା ସମ୍ପୂର୍ଣ ଭୁଲ ଅଟେ, ଆପଣ ଚାହା ସେବନ କରିଲେ ଆପଣଙ୍କର କୌଣସି କ୍ଷତି ହୋଇନଥାଏ |ମୁଁ ଆଜି ଆପଣକୁ ଏକ ସୁନ୍ଦର ଚାହା ପ୍ରସ୍ତୁତିର ଟିପ୍ସ କହିବି, ଯାହାକୁ ବ୍ୟବହାର କରି ଆପଣ ଚାହା ପ୍ରସ୍ତୁତି କଲେ ତାହା ଆମ ପାଟିକୁ ସ୍ବାଦୁ ଲାଗିବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଚାହା ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-ଅଦା, ଡାଲଚିନି, ଗୁଲମାରୀଚ,କ୍ଷୀର ଓ ଚାହା ପତି
ପ୍ରସ୍ତୁତି :-ଆପଣ ଏହି ଚାହା ପ୍ରସ୍ଥିତି ଏଇ ଏକ ପାତ୍ରରେ ଅଧା କପ ପାଣି ଗ୍ୟାସରେ ବସାନ୍ତୁ ପରେ ଆପଣ ଏଥିରେ ଅଧା ଚାମୋଚ ଅଦା ପେଷ୍ଟ ଏବଂ 1/4ଟି ସ୍ପୋନ ଡାଲଚିନି ଗୁଣ୍ଡ ଏବଂ ଏକ ଗୁଜୁରାତି ସେଥିରେ ମିଶାନ୍ତୁ |ପରେ ଆପଣ ଏହାକୁ ଧିମା ଆଞ୍ଚରେ ଫୁଟାନ୍ତୁ କିଛି ସମୟ ପରେ ଆପଣ ଏଥିରେ ଏକ ଚାମୋଚ ଚାହା ପତି ସହିତ ଏକ କପ କ୍ଷୀର ମିଶାଇ ତାହାକୁ ଧିମା ଆଞ୍ଚରେ ଧୀରେ ଧୀରେ ଫୁଟାନ୍ତୁ |ଯେପରି ଏହା ଫୁଟି ସମ୍ପୂର୍ଣ ଏକ କପ ହୋଇଯିବ, ପରେ ଆପଣ ଏହି ଚାହା ପ୍ରସ୍ତୁତି ହେବା ପରେ ଆପଣ ଏହି ଚାହାକୁ ଏକ କପକୁ ଛାଣି ନିଅନ୍ତୁ |
ବ୍ୟବହାର :-ଆପଣ କେବେ ଚାହା ଥଣ୍ଡା ହେବା ପରେ ତାହାକୁ ପିଅନ୍ତୁ ନାହିଁ ଚାହା ଉଷାମ ଥିବା ସମୟରେ ଆପଣ ଏହାକୁ ପିଅନ୍ତୁ |ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ଆପଣ କେବେ ଚାହାର ସେବନ କରନ୍ତୁ ନାହିଁ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଆପଣ ଚାହାର ସେବନ କରନ୍ତୁ |ଏହି ପରି ଚାହା ପ୍ରସ୍ତୁତ କରି ଆପଣ ତାହାକୁ ଦିନରେ ତିନିଥର ସେବନ କଲେ ମଧ୍ୟ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଅସୁବିଧା ଆଣି ନଥାଏ |ଆପଣ ଏମିତି ଚାହା ପ୍ରସ୍ତୁତ କରି ପିଇବା ଦ୍ଵାରା ଆପଣଙ୍କ ଶରୀରର ଅନେକ ରୋଗ ମଧ୍ୟ ଦୂର ହୋଇଯାଏ ଆପଣ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ହୋଇଯାଏ |କାରଣ ଏଥିରେ ମିଶିଥିବା ସାମଗ୍ରୀ ଗୁଡିକ ଆପଣ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ |