ରାଜନୀତି

କଂଗ୍ରେସରେ ଡିଲ୍‌ ଚାଲିଛି: ଶିଶିର ଗମାଙ୍ଗ – Ibnodisha

[ad_1]

ଭୁବନେଶ୍ୱର : କଂଗ୍ରେସରେ ଡିଲ୍‌ ଚାଲିଛି। କଂଗ୍ରେସକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଷଢଯନ୍ତ୍ର ଚାଲିଛି। ପରିବାରର କାହାକୁ ଟିକେଟ୍‌ ନ ମିଳିବା ଆଘାତ ଦେଇଛି ଥିବା ଶିଶିର ଗମାଙ୍ଗ କହିଛନ୍ତି।କଂଗ୍ରେସରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ ଏହି ଅଭିଯୋଗ ଆଣିଛନ୍ତି। ବିଜେଡି, ଭାଜପା ପରେ ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକାରେ ଗେମ୍‌ ଖେଳିଛି। କିଛି ପୁରୁଣା ନେତା ଏବଂ ନୂଆ ଚେହେରାଙ୍କୁ ସୁଯୋଗ ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଏଥିରୁ ବାଦ୍‌ ଦେଇଛି। ଯାହାକୁ ନେଇ ଆଶୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି ସମୟରେ କଂଗ୍ରେସରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ କଂଗ୍ରେସରେ ଡିଲ୍‌ ଚାଲିଥିବା କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button