ରାଜ୍ୟ

ଯୁବକଙ୍କ ତଣ୍ଟି କାଟି ନିର୍ମମ ହତ୍ୟା – Ibnodisha

[ad_1]

ପୁରୀ : ପୁରୀରେ ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ସାମ୍ନାକୁ ଆସିଛି। ପୁରୀ ଚକ୍ରତୀର୍ଥ ରୋଡ ନାରାୟଣ ପ୍ୟାଲେସ ଗଳିରେ ଯୁବକଙ୍କ ତଣ୍ଟି କାଟି ନିର୍ମମ ହତ୍ୟା କରାଯାଇଛି। ସିଟି ରୋଡ୍‌‌ ନିକଟରେ ଯୁବକଙ୍କ ଗଳାକାଟି ହତ୍ୟା କରି ଦୁର୍ବୃତ୍ତ ନଳାରେ ଫିଙ୍ଗି ଦେଇଛନ୍ତି। ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ତଣ୍ଟି କଟାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ବିକ୍ରମ କେଶରୀ ପ୍ରଧାନ (ବୟସ ୩୦ ବର୍ଷ ) ଏବଂ ଘର ବାଲିଗୁଆଳି ଗ୍ରାମରେ। ହୋଟେଲ ସଫାରି ଇଣ୍ଟର୍ ନ୍ୟାସନାଲରେ ସେ ରୋଷେୟା ଭାବେ କାର୍ୟ୍ୟ କରୁଥିଲେ। ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ସମୁଦ୍ରକୂଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button