ରାଜନୀତି

ଶଙ୍ଖ ଧରିଲେ ଭୃଗୁ – Ibnodisha

[ad_1]

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର । ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହେଲେ । ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ଭୃଗୁ । ତେବେ କିଛି ସମୟ ପୂର୍ବରୁ ବିଜେପି ଛାଡିଥିଲେ ଭୃଗୁ ବକ୍ସିପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ରାଜ୍ୟ ସଭାପତିଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ବିଜେପିର ରାଜ୍ୟ ଉପ ସଭାପତି ଥିଲେ ଭୃଗୁ ବକ୍ସିପାତ୍ର । ୨୦୧୯ରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢ଼ିଥିଲେ । ବର୍ତ୍ତମାନ ଭୃଗୁ ବକ୍ସିପାତ୍ର ସକ୍ରିୟ ଭୂମିକାରେ ନଥିଲେ । ୨୩ ବର୍ଷ ଧରି ଭୃଗୁ ବକ୍ସିପାତ୍ର ବିଜେପିରେ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button