ରାଜନୀତି

ସିଇଓଙ୍କ ଠାରେ ବିଜେପି ଫେରାଦ – Ibnodisha

[ad_1]

ଭୁବନେଶ୍ୱର : ବିଜେଡି ବିଧାୟକ ନୃସିଂହ ସାହୁଙ୍କ ବିରୋଧରେ ବିଜେପିର ଫେରାଦ । ସିଇଓଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କଲା । ମହିଳାଙ୍କୁ ଦଳରେ ମିଶାଇ ଶାଢି ବଣ୍ଟାଯାଉଛି । ଯୁବକଙ୍କୁ ଶଙ୍ଖ ଚିହ୍ନଥିବା ନୂଆ ଓ କାର୍ଡ ବଣ୍ଟାଯାଉଛି । କଲେଜରେ ବିଜେଡି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ରହୁଛନ୍ତି । ଅଭିଯୋଗ ନେଇ ବିଧାୟକ ନୃସିଂହ ସାହୁଙ୍କ ପ୍ରତିକ୍ରିୟା ମିଳିନି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button