ରାଜନୀତି

ମୁଁ ମଲା ଯାଏଁ କଂଗ୍ରେସରେ ରହିବି : ସୁର – Ibnodisha

[ad_1]

ଭୁବନେଶ୍ବର : କଂଗ୍ରସର ବଡ ଚେହେରା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ୬ ବର୍ଷ ପାଇଁ ଶାସ୍ତି । ତେବେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ପରେ ପ୍ରତିକ୍ରିୟା ରଖୁଛନ୍ତି ସୁର । କହିଛନ୍ତି- ବହିଷ୍କାର କଲେ କିଛି ଆପତ୍ତି ନାହିଁ । ମୁଁ ମଲା ପର୍ୟ୍ୟନ୍ତ କଂଗ୍ରେସରେ ରହିବି । ସେ ବହିଷ୍କୃତ କରନ୍ତୁ କି ନାହିଁ । ହାଇକମାଣ୍ଡଙ୍କ ପାଖରେ ଆପତ୍ତି କରିବି କିଛି ନବୁଝି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା । ତେବେ ବିଜେଡିର ଭୁବନେଶ୍ବର ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ହେଉଛନ୍ତି ସୁରଙ୍କ ସାନ ପୁଅ । ତାଙ୍କ ପାଇଁ ସୁର ପ୍ରଚାର କରିବାର ଅଭିଯୋଗ ରହିଥିଲା । ତେଣୁ ଦଳର ଶୃଙ୍ଖଳା ଦୃଷ୍ଟିରୁ ବହିଷ୍କାର କରାଯାଇଥିବା ସୂଚନା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button