ଦେଶ

କଂଗ୍ରେସ ଇସ୍ତାହାରରେ ଆମେରିକା ନଦୀ : ସୁଧାଂଶୁ ତ୍ରିବେଦୀ – Ibnodisha

[ad_1]

ନୂଆଦିଲ୍ଲୀ : କଂଗ୍ରେସ ଇସ୍ତିହାରରେ ଆମେରିକା ନଦୀ ଫଟୋ ଥିବା କହିଲା ବିଜେପି । ପ୍ରେସମିଟ୍‌ରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ପ୍ରତିକ୍ରିୟା । କଂଗ୍ରେସ ଇସ୍ତିହାରରେ ଜଳ ପରିଚାଳନା ନେଇ ପ୍ରତିଶ୍ରୁତି ରହିଛି । ଜଳ ପରିଚାଳନା ବିଷୟରେ ଲାଗିଥିବା ଫଟୋ ଆମେରିକାର ଏକ ନଦୀର । ଆମେରିକା ନ୍ୟୁୟର୍କର ବଫାଲୋ ନଦୀର ଫଟୋ ଲାଗିଛି ବୋଲି କହିଲେ ସୁଧାଂଶୁ । ଇସ୍ତିହାରର ପରିବେଶ ଚାପ୍ଟରରେ ଥାଇଲାଣ୍ଡ ଫଟୋ ବି ଲାଗିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button