IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍ମାର୍ଟଫୋନ୍ ଅତ୍ୟଧିକ ବ୍ୟବହାର ଯୋଗୁଁ ପୁରୁଷଙ୍କ ମଧ୍ୟରେ ଶୀଘ୍ର ବିକଶିତ ହେଉଛି ଯୌନ ଲକ୍ଷଣ, ଜାଣନ୍ତୁ ପୁରା ଖବର

ପୁରୁଷ ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଯୌନ ଲକ୍ଷଣ।ଏକ ଗବେଷଣାରୁ ଜଣା ପଡିଛି ଯେ ଏପରି ହେବାର ମୁଖ୍ୟ କାରଣ ହେଉଛି ସ୍ମାର୍ଟ ଫୋନର ବ୍ୟବହାର। ତେବେ ଏପରି ହୋଇଥାଇ ପାରେ ଆପଣ ମଧ୍ୟ ଏହାର ଶିକାର ହୋଇ ସାରିଛନ୍ତି ବା ହେବାକୁ ଯାଉଛନ୍ତି।ତେବେ ଯଦି ପାରୁଛନ୍ତି ପୁର୍ବରୁ ନିଜ ଅଭ୍ୟାସକୁ ବଦଳାଇ ନିଅନ୍ତୁ। ନଚେତ୍ ପରେ ଆପଣଙ୍କ ସ୍ବାସ୍ଥ୍ୟ, ଭବିଷ୍ୟତ ଓ ଅଭ୍ୟାସରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

Saririk sampark

ଏହା ପଢିଲା ପରେ ଆପଣ ମାନେ ହୁଏ ତ ଏହା ଭାବୁଥିବେ ଆମେ ଏକ ଅବାସ୍ତବ କଥା କହୁଛୁ।ଏ ଇଣ୍ଟରନେଟର ଜମାନାରେ ସ୍ମାର୍ଟ ଫୋନକୁ ଛାଡ଼ି ବ୍ୟକ୍ତିଗତ ତଥା ଦେଶର ବିକାଶ କିପରି ସମ୍ଭବ।ହେଲେ ଆମେ ଏଠାରେ ଆପଣଙ୍କୁ କୌଣସି ଜିନିଷକୁ ଛାଡ଼ିବା ପାଇଁ କହୁ ନାହୁଁ। ଆମେ କହୁଛୁ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାକୁ।

ଏପରି ଏକ ଅଧ୍ୟୟନ ତୁର୍କୀର ଅଙ୍ଗାଲ ବିଲ୍କେଣ୍ଡ ସିଟି ହସ୍ପିଟାଲ ଏବଂ ଗାଜି ବିଶ୍ଵ ବିଦ୍ୟାଳୟରେ କରା ଯାଇଥିଲା। ଯେଉଁଠାରେ ଗବେଷକ ମାନେ ଏକୋଇଶି ଦିନର ୧୮ଟି ପୁରୁଷ ମୁଶକୁ ନେଇ ୬ଟି ଗୋଷ୍ଠୀରେ ବିଭକ୍ତ କରିଥିଲେ।Phone

କିଛି ମୁଶାଙ୍କୁ ସେମାନେ ସାଧାରଣ ଆଲୋକରେ ରଖିଥିବା ବେଳେ ଆଉ କିଛି ମୁଶାଙ୍କୁ ସେ ନୀଳ ଆଲୋକରେ ରଖିଥିଲେ। କିଛି ଦିନ ପରେ ଅନୁସନ୍ଧାନକରୀ ମାନେ ଜାଣିବାକୁ ପାଇଲେ ଯେ ନୀଳ ଆଲୋକରେ ରହୁଥିବା ପୁରୁଷ ମୁଷ୍ୟାଙ୍କ ଯୌନ ଅବସ୍ଥା ବହୁ ଜଲଦି ଏବଂ ଦ୍ରୁତ ଗତିରେ ବଢୁଛି।

ଏହି ନୀଳ ଆଲୋକ ସ୍ମାର୍ଟ ଫୋନ ଆଦି ବ୍ୟବହାରରୁ ମଧ୍ୟ ଆସିଥାଏ। ଅନୁସନ୍ଧାନ କାରି ମାନେ କହିଛନ୍ତି ଏଥି ପାଇଁ ଆଉ ଅଧିକ ଗବେଷଣା ର ଆବଶ୍ୟକତା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button