IBN ଓଡ଼ିଶା ବ୍ୟୁରୋ

ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ମାତ୍ର 2 ଦିନରେ ଭଲ ହେବ କରନ୍ତୁ ଏହି ଘରୋଇ ଉପାୟ

ବନ୍ଧୁଗଣ ଅଳ୍ପ ବୟସ ହେବା ମାତ୍ରେ ଆପଣ ମାନଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ହୋଇଥାଏ । ସେହିଥି ପାଇଁ ଆମେ ଅନେକ ପ୍ରକାରର ମେଡିସିନ ସେବନ କରିଥାନ୍ତି । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି ଘୋରଇ ଉପାୟ ବିଷୟ ରେ ଜଣେଇବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣ ମାନଙ୍କର ଜଏଣ୍ଟ ପେନ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦୂର ହୋଇଯିବ । ଏହା ପ୍ରାକୃତିକ ଘୋରଇ ଉପଚାର ଅଟେ । ତେବେ ଆସନ୍ତୁ ଜାଣି ନେବା ଏହି ବିଷୟ ରେ ।

onion

ଏହିଥି ପାଇଁ ପିଆଜ , ହଳଦୀ , ଏବଂ ଶୋରିଷ ତେଲ ର ଆବଶ୍ୟକାତ ରହିଛି । ଜଏଣ୍ଟ ପେନ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦୂର କରିବା ପାଇଁ ଆପଣ ମାନଙ୍କୁ ଗୋଟିଏ ପିଆଜ ର ଆବଶ୍ୟକତା ପଡିବ । ପିଆଜ ରୁ ଏମିତି ଅନେକ ପ୍ରକାରର ପୋଷକ ତତ୍ୱ ମିଳେ ଯାହା ଜଏଣ୍ଟ ପେନ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ରୁ ମୁକ୍ତି ଦେଇଥାଏ । ଏହା ପାଇଁ ପ୍ରଥମେ ଆପଣ ମାନେ ପିଆଜ କୁ ଏହି ପରି କାଟି ନିଅନ୍ତୁ । ଏହାର ଚୋପାକୁ ବାହାର କରିନେବେ । ଏକ ଗ୍ରେଟର ସାହାଯ୍ୟରେ ଏହାକୁ ଭଲ କରି ଗ୍ରେଟର କରିନିଅନ୍ତୁ ।

ଏହା ପରେ ଆପଣ ମାନଙ୍କୁ ଦ୍ୱତୀୟ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ହେଲା ହଳଦୀ । ଏହି ହଳଦୀ ରେ ଏମିତି ଅନେକ ପୋଷକ ତତ୍ୱ ରହିଥାଏ ଯାହା ଆପଣ ମାନଙ୍କର ଗୋଡ ବିନ୍ଧା କାନ୍ଧ ଏବଂ କମର ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୂର କରିଥାଏ । ଏହିଥି ପାଇଁ ଆମେ ଏହି ମିଶ୍ରଣରେ ଏକ ଚାମଚ ହଳଦୀଗୁଣ୍ଡ ମିଶାନ୍ତୁ । ଏହି ଦୁଇ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।

turmeric

ଏଥିପାଇଁ ଶେଷ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଲା ସୋରିଷ ତେଲ । ଏଥିରେ ଅଳ୍ପ ମାତ୍ରାରେ ସୋରିଷ ତେଲ ମିଶାଇ ଏହାକୁ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନ ଗ୍ୟାସ ଉପରେ ବସାନ୍ତୁ ଏବଂ ତାହାକୁ ଗରମ ହେବା ପାଇଁ ଛାଡି ଦିଅନ୍ତୁ । ପ୍ୟାନ ହାଲକା ଗରମ ହେବା ପରେ ଏହି ମିଶ୍ରଣକୁ ତାହା ଉପରେ ବସାନ୍ତୁ ଏବଂ ଚାମଚ ସାହାର୍ଯ୍ୟରେ ହାଲାକା ମିକ୍ସ କରି ଦିଅନ୍ତୁ ।

ଏବେ ଆପଣ ମାନଙ୍କୁ ପ୍ରୋୟଗ ର ପ୍ରଣାଳୀ ବିଷୟ ରେ କହିବା ତେବେ ଆପଣ ମାନେ ଜଏଣ୍ଟ ପେନ ହେଉଥିବା ସ୍ଥାନରେ ଆପଣ ମାନଙ୍କର ଗଣ୍ଠୀ ଯେଉଁ ସ୍ଥାନ ରେ ପେନ ହେଉଛି ଆପଣ ମାନେ ଏହି ମିଶ୍ରଣ କୁ ଆପ୍ଲାୟ କରନ୍ତୁ । ଯେତିକି ମାତ୍ରା ରେ ଆପଣ ମାନେ ଗରମ ସହି ପାରିବେ ସେତିକି ମାତ୍ରା ରେ ଗରମ ଏହିଥିରେ ଲଗାନ୍ତୁ । ଏହା ପାଇଁ ଆପଣ ମାନଙ୍କୁ ଧଳା କପଡା ର ଆବଶ୍ୟକତା ପଡିବ ।

ପ୍ରଥମେ ସେହି ସ୍ଥନ ରେ କପଡା ବାନ୍ଧି ନିଅନ୍ତୁ । ରାତିରେ ଏହାକୁ ଟ୍ରାଏ କରିଲେ ଆପଣ ମାନଙ୍କୁ ବହୁତ ବେନିଫିଟ ମିଳେ । ସେହିଥି ପାଇଁ ଆପଣ ମାନେ କପଡା ରେ ବାନ୍ଧି ରାତି ଯାକ ରଖି ସକାଳେ ଏହାକୁ ଖୋଲି ଦିଅନ୍ତୁ । ଦେଖିବେ ଆପଣ ମାନଙ୍କ ଜଏଣ୍ଟ ପେନ ଭଳି ସମସ୍ୟା ଦୂର ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button