ରାଜ୍ୟ
ଟ୍ରେନ ଲାଇନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧର – Ibnodisha

[ad_1]
କଟକ : ଟ୍ରେନ ଲାଇନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧର । କ୍ଷତବିକ୍ଷତ ଅବସ୍ଥାରେ କଟକ ଜୋବ୍ରା ଟ୍ରେନ ଲାଇନରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କଟକ ଜୋବ୍ରା ଛକ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏବଂ ଏନେଇ ସ୍ଥାନୀୟ ଲୋକ ତୁରନ୍ତ ଜିଆରପି କୁ ଖବର ଦେଇଥିଲେ । ଏବଂ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବ୍ୟକ୍ତିିଙ୍କ ପରିଚୟ ମିଳିପାରିନାହିଁ ।
[ad_2]