ରାଜ୍ୟ

୨୪ ଘଣ୍ଟାରେ ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ – Ibnodisha

[ad_1]

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆରେ ସର୍ବାଧିକ ବର୍ଷା ରେକର୍ଡ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ହେବା ସହ ବର୍ଷା ଲାଗି ରହିଛି। ଆହୁରି ୨ଦିନ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପରିକି ଆଜି ଭୁବନରେ ୭୨ମିମି, ଆଠମଲ୍ଲିକରେ ୬୮ମିମି, କନ୍ଧମାଳରେ ୬୬.୨ମିମି ବର୍ଷା ରେକର୍ଡ ହୋଇଛି। ତେବେ ଗତକାଲି ଠାରୁ ସାରା ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି। ଏପରିକି ଟ୍ୱିନ୍ସସିଟିରେ ମଧ୍ୟ ସକାଳୁ ପ୍ରବଳ ବର୍ଷା ଜାରି ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button