ଇତିହାସର ସବୁଠୁ ସୁନ୍ଦରୀ ରାଣୀ, ଦେହ ଭୋକ ମାରିବାକୁ ପୁଅ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା ଖବର
ଆଜ୍ଞା ହଁ କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ୍ୟ । ଘଟଣାଟି ବର୍ତ୍ତମାନ ଐତିହାସିକ । ଚାଲନ୍ତୁ ଜାଣିବା ସେହି ସୁନ୍ଦରୀ ରାଣୀଙ୍କ ବିଷୟରେ । ନିଜ ଦେହର ଭୋକ ମେନ୍ଟାଇବା ପାଇଁ ସମ୍ପର୍କରେ ପୁତ୍ର ହୋଇଥିବା ଯୁବକଙ୍କ ସହ ରଖିଥିଲେ ଶାରୀରିକ ସଂପର୍କ । ଏହି ସୁନ୍ଦରୀ ରାଣୀଙ୍କ ନାମ ହେଉଛି କୋସମ୍ । ରାଣୀଙ୍କ ପରିଚୟ ନେଇ ଐତିହାସିକମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି । କିଛି କୁହନ୍ତି ଯେ ସେ ତୁର୍କୀ ଓ ଆଉ କେତେକ ଐତିହାସିକ ମାନେ ବିଶ୍ୱାସ କରନ୍ତି ଯେ ସେ ଜଣେ ଆରବୀ ମହିଳା । ଇତିହାସ ଅନୁସାରେ କୋସମ୍ ଙ୍କ ଜୀଵନ ସହଜ ନ ଥିଲା । ଅନେକ ବାଧା ବିଘ୍ନ ସହିବାକୁ ପଡ଼ିଥିଲା ତାଙ୍କୁ । ସମୟରେ ଚକ୍ରବିହୁ ଛନ୍ଦି ଦେଇଥିଲା ତାଙ୍କୁ ।
କୁହାଯାଏ କୋସମ୍ ଯେଉଁଠାରେ ରହୁଥିଲେ, ସେଠାରେ ତୁର୍କୀ ମାନେ ଆକ୍ରମଣ କରି ପୁରୁଷ ଶୂନ୍ୟ କରିଦେଇଥିଲେ ସ୍ଥାନଟିକୁ ଏବଂ ଝିଅ ବୋହୂ ମାନଙ୍କୁ ନିଜ ସହିତ ଆଣି କରୁଥିଲେ ବଜାରରେ ନିଲାମ । ସେତେବେଳ କୋସମ୍ ଙ୍କ ବୟସ ମାତ୍ର ୧୫ । ସେ ଅତି ସୁନ୍ଦର୍ ଓ ଆକର୍ଷଣୀୟ ଥିଲେ । ତାଙ୍କ ନିଲାମ ସମୟରେ ସେଠାକାର ଶାସକ ସୁଲତାନ ଅହମ୍ମଦଙ୍କ ନଜରକୁ ଆସିଥିଲେ ରାଣୀ କୋସମ୍ । ସେ କୋସମ୍ ଙ୍କ ରୂପ ଲାବନ୍ୟରେ ପାଗଳ ପ୍ରାୟ ହୋଇଯାଇଥିଲେ । ସୈନ୍ୟମାନଙ୍କୁ କହି କୋସମ୍ ଙ୍କୁ ନିଜ ମହଲକୁ ଉପଭୋଗ ପାଇଁ ନେଇଯାଇଥିଲେ । ଏହି ଘଟଣା ସବୁ କୋସମ୍ ଙ୍କ ପାଇଁ ଭୟଙ୍କର ଥିଲା । ପରେ ମୌଲବୀ ମାନଙ୍କ ଦ୍ୱାରା ତାଙ୍କର ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମାବଲମ୍ବୀ କରିଥିଲା ରାଣୀଙ୍କୁ । ମୌଲବୀ ମାନେ ଝିଅଟିର ନାମ ରଖିଥିଲେ କୋସମ୍ ସୁଲତାନ ।
ସମୟ ଅତିବାହିତ ସହିତ ରାଣୀ ମଧ୍ୟ ନିଜକୁ ପରିବର୍ତ୍ତନ କରୁଥିଲେ । ନିଜ ଭବିଷ୍ୟତ ପାଇଁ ପଛ କଥାକୁ ଭୁଲି ସୁଲତାନଙ୍କ କୋସମ ହିସାବରେ ମହଲରେ ରହିବାକୁ ଲାଗିଲେ ।ତାଙ୍କର ଲକ୍ଷ୍ୟ ଥିଲା ସୁଲତାନଙ୍କ ଗାଦି ଉପରେ,ମାତ୍ର କୋସମ୍ କେବଳ ଏକ ମାତ୍ର ପତ୍ନୀ ନଥିଲେ ସୁଲତାନଙ୍କର । କୋସମ୍ ଙ୍କ ପୂର୍ବରୁ ଓ ପରେ ସେ ଅନେକ ବିବାହ କରିଥିଲେ । ନିୟମ ଅନୁସାରେ ସୁଲତାନ ଙ୍କ ପ୍ରଥମ ସ୍ତ୍ରୀ ତୁରହାନ ଙ୍କ ବଡ଼ ପୁତ୍ର ଉସ୍ମାନ ଗାଦି ର ହକଦାର ଥିଲେ । ମାତ୍ର କୋସମ୍ ଚାହୁଁଥିଲେ ତାଙ୍କ ପୁତ୍ର ଆଗାମୀ ସୁଲତାନ ବନୁ । ହେଲେ ଏପଟେ ଉସମାନ ମଧ୍ଯ କୋସମ୍ ଙ୍କ ସୌନ୍ଦର୍ଯ୍ୟ ପ୍ରତି ଆଗ୍ରହୀ ଥିଲେ । ଯାହାକି କୋସମ୍ ମଧ୍ୟ ଜାଣିଥିଲେ । ସଂପର୍କରେ ପୁତ୍ର ହେଲେ ମଧ୍ୟ କୋସମ୍ ଓ ଉସ୍ମାନ ଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ । ଯାହା ପଛରେ ରହିଥିଲା ଦୁଇଟି କାରଣ ପ୍ରଥମତଃ ନିଜ କାମବାସନାକୁ ମେଣ୍ଟେଇବା ଏବଂ ଅନ୍ୟଟି ହେଉଛି ନିଜ ପୁତ୍ର ପାଇଁ ଗାଦି ସୁରକ୍ଷିତ ରଖିବା ।
ସୁଲତାନ ଅହମ୍ମଦଙ୍କ ମୃତ୍ୟୁ ପରେ ମହଲର କ୍ଷମତା ଆସିଥିଲା କୋସମ୍ ଙ୍କ ହାତକୁ । କୋସମ୍ ଏବେ ପୁରା ପୁରି କରିଦେଇଥିଲେ ନିଜକୁ । ଅତି କଠୋର ଓ ନିର୍ଦ୍ଦୟୀ ହୋଇ ଯାଇଥିଲେ ସେ । କୁହାଯାଏ ଥରେ ପାଣି ଦେବାରେ ବିଳମ୍ବ ହେବାରୁ ମାରିଦେଇଥିଲେ ଏକ ସିପାହିକୁ । ଆଉ ମଧ୍ୟ କୁହାଯାଏ ମହଲର ଅନ୍ୟ ପୁରୁଷଙ୍କ ସହିତ ଥିଲା ତାଙ୍କର ସଂପର୍କ । ଏଠାରେ ରାତିରେ ଉସମାନଙ୍କ ସହିତ ଯୌନକ୍ରୀଡା କରୁଥିବା ବେଳେ ଉସମାନଙ୍କ ମୃତ୍ୟୁ ଘଟି ଥିଲା । ଏହି ରାସ୍ତାରେ ଉସମାନଙ୍କ ମାଆ ନିଜର ଏକ ବିଶ୍ଵସ୍ତ ସୈନ୍ୟଙ୍କୁ କହି କୋସମ୍ ଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ କୋସମ୍ ନିଜ କକ୍ଷରେ ସୋଇଥିବା ବେଳେ ସିପାହୀ ଜଣକ ତାଙ୍କୁ ମାରି ଦେଇଥିଲେ ।