ଅଛି କି ପୁରୁଣା ୨୫ପଇସା କଏନ୍? ଏହାକୁ ବିକିଲେ ମିଳିବ ଦେଢଲକ୍ଷ ଟଙ୍କା, ଜାଣନ୍ତୁ କୋଉଠି କରିବେ ବିକ୍ରି

ଆଜି ଆପଣଙ୍କ ପାଖରେ କଏନ୍ ବିକ୍ରି କରି ରୋଜଗାର କରିବାର ଏକ ଭଲ ସୁଯୋଗ ଅଛି । ଏହି କଏନ୍ ଜରିଆରେ, ଆପଣ ସହଜରେ ଲକ୍ଷପତି ହୋଇପାରିବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକ ନାହିଁ । ଆପଣଙ୍କ ପାଖରେ କେବଳ ୨୫ ପଇସାର ଏହି ବିଶେଷ କଏନ୍ ଥିବା ଦରକାର ।

ଯଦି ଆପଣଙ୍କର ମଧ୍ୟ ଏହା ଅଛି, ତେବେ ଆପଣ ସିଧାସଳଖ 1.5 ଲକ୍ଷ ଟଙ୍କା ପାଇବେ । ଆପଣଙ୍କୁ ଏହି ଆଣ୍ଟିକ୍ କଏନ୍ ଫଟୋ ୱେବସାଇଟରେ ଛାଡିବାକୁ ପଡିବ, ଯାହା ପରେ ଲୋକମାନେ ଆପଣଙ୍କ କଏନ୍ ପାଇଁ ଟଙ୍କା ବିଡ୍ କରିବେ ଏବଂ ଆପଣ ଯାହାକୁ ଚାହିଁବେ ଏହି କଏନ୍ କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ 25 ପଇସା କଏନ୍ ଦରକାର ଏବଂ ଆପଣ କିପରି ରୋଜଗାର କରିପାରିବେ…
ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଆ ମାର୍ଟର ୱେବସାଇଟରେ ପୁରୁଣା କଏନ୍ ଏବଂ ନୋଟ୍ ନିଲାମ କରାଯାଉଛି । ଯଦି ଆପଣ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଛ, ତେବେ ଆପଣଙ୍କ ଏହି ହବି ଆପଣଙ୍କୁ କୋଟିପତି କରିପାରେ । ଏଥିପାଇଁ ଆପଣଙ୍କୁ 25 ପଇସା କଏନ୍ ଦରକାର ଯାହା ରୂପା ରଙ୍ଗର ହେବା ଉଚିତ । ଏହି କଏନ୍ କୁ ନିଲାମରେ ବିକ୍ରି କରି ଆପଣ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏହା ବ୍ୟତୀତ, ଆପଣ ଏହି କଏନ୍ ଗୁଡ଼ିକର ବିଡିଂ ସମୟରେ ମଧ୍ୟ ବୁଝାମଣା ବି କରିପାରିବେ ।
କହି ରଖୁଛୁ ଯେ ଇଣ୍ଡିଆ ମାର୍ଟରେ ଏହି ନୋଟ୍ ଓ କଏନ୍ ଗୁଡିକୁ ଘରେ ବସି ଭଲ ମୂଲ୍ୟରେ ବିକ୍ରି ହୋଇପାରିବ । ଏହି ପ୍ଲାଟଫର୍ମଗୁଡିକରେ ମଧ୍ୟ, ଆପଣ ଏହି ନୋଟ୍ ପାଇଁ ଏକ ବଡ଼ ମୂଲ୍ୟ ପାଇ ପାରିବେ । ଏହି କମ୍ପାନୀର ସାଇଟ୍ ଭିଜିଟ୍ କରି ଆପଣ ଏହି ନୋଟ୍ ବିକ୍ରି କରିପାରିବେ। ଏହାର ପ୍ରତିବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ । ଏହି କମ୍ପାନୀର ୱେବସାଇଟ ହେଲା- https://dir.indiamart.com/impcat/old-coins.html