IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍ଵର୍ଗଦ୍ଵାର ରେ କାହିଁକି ପୋଡ଼ାଯାଏ ଶବ କଣ ରହିଛି ମାନ୍ୟତା ଦେଖନ୍ତୁ ଆଉ ଜାଣନ୍ତୁ ଏହାର ବିଶେଷ କାରଣ

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ସ୍ବର୍ଗଦ୍ବାର ବିଷୟରେ । ଏବେ ଏହି ଖବର ସାମ୍ନାକୁ ଆସିଛି ।

ପୁରୀ ମନ୍ଦିର ବିଷୟରେ ଆପଣମାନେ ଅନେକ ଖବର ଦେଖିଥିବେ । ପୁରୀ ମନ୍ଦିର ପାଖରେ ସ୍ଵର୍ଗଦ୍ଵାର ଅଛି । ଆଉ ଯେଉଁମାନେ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦେଖିଥାନ୍ତି ବା ଦର୍ଶନ କରି ଯାଇଥାନ୍ତି ସେମାନେ ଏହି ସ୍ଵର୍ଗଦ୍ଵାର ଦର୍ଶନ କରିଥାନ୍ତି । ଏବେ ଏହି ସ୍ଵର୍ଗଦ୍ଵାର ବିଷୟରେ କିଛି ଖବର ଆପଣମାନେ ଜାଣିପାରିବେ । ଏହି ଖବର ହେଉଛି କାହିଁକି ସ୍ୱର୍ଗଦ୍ୱାରରେ ଶବ ପୋଡାଯାଏ । ଆଉ ସ୍ୱର୍ଗଦ୍ୱାରର କାହାଣୀ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

ମହାପ୍ରଭୁଙ୍କ ଦର୍ଶନ କରନ୍ତି । ଆଉ ଦେବତାମାନେ ସ୍ଵର୍ଗରୁ ଉହ୍ଲାଇ ଥାଆନ୍ତି । ମହାପ୍ରସାଦ ସେବନ କରିଥାନ୍ତି । ଆଉ ସ୍ଵର୍ଗଦ୍ଵାର ବାଟ ଦେଇ ପ୍ରଭୁଙ୍କୁ ପ୍ରତ୍ୟାବର୍ତ୍ତନ କରନ୍ତି । ହିନ୍ଦୁ ଶାସ୍ତ୍ରରେ ଚାରି ବେଦର ଯେଉଁ ଗୁରୁତ୍ଵ ରହିଛି ଆଉ ଚାରି ଧାମର ଗୁରୁତ୍ଵ ରହିଛି । ଚାରି ଧାମ ଏକ ଗୁରୁତ୍ଵ ବହନ କରେ । ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଲେ କୋଟି ପୁଣ୍ୟ ମିଳିଥାଏ । ପୁରୀରେ ପ୍ରବାହିତ ସମୁଦ୍ରକୁ ମହୋଦଧି କୁହାଯାଏ । ତାଙ୍କର ଅନେକ ନାମ ଅଛି ।

ଦେଖନ୍ତୁ ଭିଡିଓ :-

ସେଥିରେ ସ୍ନାନ କରିଲେ କୋଟି ପୁଣ୍ୟ ମିଳିଥାଏ । ଦୁନିଆରେ ଯାହା ହୋଇଥାଏ ତାହା ମହାପ୍ରଭୁଙ୍କ ଇଚ୍ଛାରେ ହୋଇଥାଏ । ଦେବତାମାନେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସ୍ଵର୍ଗଦ୍ଵାର ରାସ୍ତା ଦେଇ ଆସିଥାନ୍ତି ଆଉ ସେହି ବାଟ ଦେଇ ଯାଇଥାନ୍ତି । ଏହି ସ୍ଵର୍ଗଦ୍ଵାରରେ ଶବ ଦାହ କରିଲେ ସ୍ବର୍ଗ ପ୍ରାପ୍ତି ହୁଏ । ଆଉ ମୋକ୍ଷ ପ୍ରାପ୍ତି ହୋଇଥାଏ । ଆଉ ମଣିଷ ଜନ୍ମ ହୋଇନଥାଏ । ପ୍ରାୟ ସମସ୍ତେ ଚାହିଁଥାନ୍ତି କି ତାଙ୍କୁ ଏହି ସ୍ୱର୍ଗଦ୍ୱାରରେ ଦାହ କରାଯାଉ ।

Related Articles

Leave a Reply

Your email address will not be published. Required fields are marked *

Back to top button