ସ୍ୱାସ୍ଥ୍ୟ

ସୁନା ଠାରୁ ବି ଅଧିକ ମୂଲ୍ୟବାନ ଅଟେ ଅମୃତଭଣ୍ଡା ମଞ୍ଜି, ଏହାର ଫାଇଦା ଜାଣିଲେ ପାଦ ତଳୁ ମାଟି ଖସିଯିବ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଅମୃତ ଭଣ୍ଡା ଖାଇବା ଶରୀର ପାଇଁ ବହୁତ ପରିମାଣ ରେ ଲାଭ ଦାୟକ ହୋଇ ଥାଏ । କିନ୍ତୁ ଆଜ୍ଞ୍ୟା କେବଳ ଅମୃତ ଭଣ୍ଡା ନୁହେଁ ବରଂ ତାର ମଞୀ ବି ଆମ ଶରୀର ପାଇଁ ବହୁତ ପରିମାଣ ରେ ଲାଭ ଦାୟକ ହୋଇ ଥାଏ । ସେମିତି ରେ ଯଦି ଆମେ ଅମୃତ ଭଣ୍ଡା କଥା କହିବା ତେବେ ସେଥିରେ ପର୍ଯ୍ୟାପ୍ତ ମାତ୍ରା ରେ ଆଇରନ୍ ,କ୍ୟଲସିୟମ୍ , ଏବଂ ମାଗନ୍ନେସିୟମ୍ ତତ୍ୱ ମିଳିଥାଏ । ଜାହା ଦ୍ୱାରା ଶାରୀରିକ କ୍ରିୟା ସଠିକ୍ ପରିମାଣ ରେ ରହି ଥାଏ ।

ଏହା ବ୍ୟତିତ ଆପଣ ମାନଙ୍କ ଶରୀର ରେ ଅତିରିକ୍ତ ଚର୍ବି ମଧ୍ୟ ଜମାଟ ବାନ୍ଧିବା ପାଇଁ ଦେଇ ନ ଥାଏ । ଅମୃତ ଭଣ୍ଡା ର ମଞୀ ର ସେବନ କରିବା ଦ୍ୱାରା ଶରୀର ରୁ ବିଶାକ୍ତ ପଦାର୍ଥ ସବୁ ବାହାରି ଜାଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ଏହି ଅମୃତ ଭଣ୍ଡା ମଞୀ ସଂମ୍ପର୍କ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ । ଏବଂ ଏହି ମଞୀ ରୁ ଆପଣ ମାନଙ୍କୁ କେଉଁ କେଉଁ ପ୍ରକାରର ଉପକାର ମିଳଇ ଥାଏ ଆସନ୍ତୁ ଜାଣିବା ।

Amritbhanda

ଯଦି ଆପଣ ମାନଙ୍କ ତ୍ୱଚା ରେ ଜ୍ୱଳା ପୋଡା ସମସ୍ୟା ରହି ଥିଲେ ତେବେ ଆପଣ ମାନେ ଏହି ଅମୃତ ଭଣ୍ଡା ର ମଞୀ କୁ ବ୍ୟବହାର କରି ପାରିବେ ସେହି ପରି ବେଳେ ଶରୀର ରେ କୈଣସି ଅଙ୍ଗ ଯଦି ଫୁଲି ଜାଇ ଥାଏ ତେବେ ଏହି ମଞୀ ର ବ୍ୟବହାର କରନ୍ତୁ । ପ୍ରତି ଦିନ ଆପଣ ମାନେ ଯଦି ଏହି ମଞୀ ର ସେବନ କରୁଛନ୍ତି ତେବେ ଆପଣ ମାନଙ୍କୁ ଭାଇରଲ ଜ୍ୱର ହୋଇ ନ ଥାଏ । ଏହି ମଞୀ ଆପଣ ମାନଙ୍କ ପାଇଁ ଗୋଟିଏ ଏଣ୍ଟି ଭାଇରସ ଭଳି ଆପଣ ମାନଙ୍କ ପାଇଁ କାର୍ଯ୍ୟ କରି ଥାଏ ।

ସେହି ପରି ଭାବେ କ୍ୟନସର ରୁ ମୁକ୍ତି ପାଇବା ପାଇଁ ଏହି ମଞୀ ର ସେବନ କରିବା ଫାଇଦା । ଯୁକ୍ତ ହୋଇ ଥାଏ । ଏହି ମଞୀ ରେ ଆଇସୋ ଥାୟ ସାଇନେଟ୍ ନାମକ ଏକ ତତ୍ୱ ରହିଛି । ଜାହା କ୍ୟନସର ର ଚିକିତ୍ସା ଏବଂ ମୁକ୍ତି ଦେବାରେ ଆପଣ ମାନଙ୍କର ବହୁତ ପ୍ରାକାର ସାହାଯ୍ୟ କରି ଥାଏ ।

Amritbhanda seeds

ଯଦି ମହିଳା ମାନଙ୍କୁ ମାସିକ ଋତୁ ଶ୍ରାବ ରେ ଯନ୍ତ୍ରଣା ହୋଇ ଥାଏ । ତେବେ ସେମାନଙ୍କୁ ଏହି ମଞୀ ରେ ସେବନ କରିବା ଉଚିତ୍ ଅଟେ । ଏଥିରେ ଭିଟାମିନ୍ ସି ର ଭରପୁର ମାତ୍ରା ରହିଛି । ଏହା ସହିତ ଏଥି୍ରେ ଭିଟାମିନ୍ ଏ ବହୁତ ପରିମାଣ ରେ ରହି ଥିବାରୁ ଏହା ଦୃଷ୍ଟି ଶକ୍ତି ବଢେଇବାରେ ବହୁତ ସାହାଯ୍ୟ କରି ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button