ରାଜନୀତି

ବିଜେଡି ବିଶ୍ୱାସଘାତକତା କଲା : କୁଲେସିକା – Ibnodisha

[ad_1]

ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣକୁ ନେଇ ନିରାଶ ହେଲେ କୁଲେସିକା । ସେ କହିଲେ ପ୍ରତିଶୂତି ଦେଇ ବିଜେଡି ବିଶ୍ୱାସଘାତକତା କରିଛି । ‘ଲକ୍ଷ୍ମୀପୁରରୁ ଟିକେଟ ଦେବାକୁ ପ୍ରତିଶୂତି ଦେଇ ଦଳରେ ମିଶେଇ ଥିଲେ ।’ ‘ଟିକେଟ ନ ଦେଇ ସରକାର ଗଠନ ପରେ ଏସ୍‌ଡିସି ଦେବେ କହୁଛନ୍ତି ।  ପୁଣି ମୋତେ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି ବୋଲି କହିଲେ କୁଲେସିକା । ସେ ଆହୁରି ମଧ୍ୟ କହିଛନ୍ତି ‘ମୋତେ କିଣିବାକୁ ଚେଷ୍ଟା କରିଛନ୍ତି, ସ୍ୱାଭିମାନକୁ ଖୁବ୍ ବାଧିଛି ।’ ମୋତେ ଯେଉଁ ଆଘାତ ଦେଇଛନ୍ତି ଲୋକେ ତାହାର ପ୍ରତିଶୋଧ ନେବେ । ବିଜେପି ମୋ ସହ ଯୋଗାଯୋଗ କରିବା ପରେ ଦଳରେ ମିଶିଛି । ଅଭିଯୋଗକୁ ଖଣ୍ଡନକଲେ ବିଜେଡି ସା. ସମ୍ପାଦକ ଈଶ୍ୱର ପାଣିଗ୍ରାହୀ ।

The post ବିଜେଡି ବିଶ୍ୱାସଘାତକତା କଲା : କୁଲେସିକା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button