ଅପରାଧ
ଏସିଡ୍ ପକାଇ ହତ୍ୟାକଲେ ଶ୍ରମିକଙ୍କୁ – Ibnodisha

[ad_1]
ବାଲେଶ୍ୱର : ଚିଙ୍ଗୁଡି ଘେରି ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ମୃତକ ହଳଦୀପଦା ଅଞ୍ଚଳର ଜଗବନ୍ଧୁ ସ୍ୱାଇଁ। ତାଙ୍କ ମୁହଁରେ ଏସିଡ୍ ପକାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବିଲ ମଝିରୁ ମୃତଦେହ ଉଦ୍ଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।
କ୍ୟାପିଟାଲ ହସ୍ପିଟାଲ୍ରେ ଆନ୍ଦୋଳନ
[ad_2]



