ଦେଶ

ପରିବାର ସହ ଇଦ୍‌ ପାଳିଲେ ସାନିଆ – Ibnodisha

[ad_1]

ନୂଆଦିଲ୍ଲୀ : ବିବାହ ବିଛେଦ ପରେ ଟେନିସ୍ କିଂବଦନ୍ତି ସାନିଆ ମିର୍ଜା ଏଥର ନିଜ ପୈତୃକ ପରିବାର ସହ ଇଦ୍ ଉତ୍ସବ ପାଳନ କରିଛନ୍ତି। ପ୍ରତିଥର ଭଳି ସୁନ୍ଦର ପୋଷାକରେ ଆକର୍ଷିତ ସାନିଆଙ୍କ ସହ ତାଙ୍କ ପୁଅ ଈଝାନ, ବାପା ମା’ ଇମ୍ରାନ ଓ ନସିମା, ଭଉଣୀ ଅନମ ଓ ତାଙ୍କ ପତି ମହମ୍ମଦ ଅସାଉଦ୍ଦିନ (କ୍ରିକେଟ୍‌ କିଂବଦନ୍ତି ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ), ଝିଆରୀ ଦୁଆ ସାମିଲ ଥିଲେ। ଇଦ୍‌ ଉତ୍ସବ ପରେ ସାନିଆ ତାଙ୍କ ମିଳିତ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button