IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips – ସାବିତ୍ରୀ ବ୍ରତ ପରେ ସିନ୍ଦୁର ଡବାରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ, ସ୍ୱାମୀଙ୍କୁ ସଫଳ ହେବାରେ କେହି ରୋକିପାରିବେ ନାହିଁ

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ମଇ 19 ତାରିଖ ଦିନ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିବାକୁ ଯାଉଛୁ । ଏହି ପବିତ୍ର ଦିନରେ ମହିଳାମାନେ ତାଙ୍କ ସ୍ଵାମୀଙ୍କ ଦୀର୍ଘାୟୁ ନିମନ୍ତେ ଉପବାସ ରଖିଥାନ୍ତି । ତେବେ ଏହି ଦିନରେ ଆପଣ ସିନ୍ଦୁର ଡବାରେ ରଖନ୍ତୁ ଏହି ଜିନିଷକୁ ସ୍ଵାମୀ ହେବେ କୋଟିପତି । ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହିତ ମହିଲାମାନଙ୍କ ପାଇଁ ସିନ୍ଦୁର ର ମହତ୍ଵ ବହୁତ ଅଧିକ ରହିଥାଏ ।

ସିନ୍ଦୁର ବିବାହର ପ୍ରତୀକ ହୋଇଥାଏ ଏବଂ ବିବାହ ହୋଇଥିବା ମହିଳାମାନେ ସ୍ଵାମୀଙ୍କ ମଙ୍ଗଳ ଓ ନିଜ ସୁହାଗକୁ ସୁରକ୍ଷିତ ରଖିବା ପାଇଁ ସିନ୍ଦୁର ମଥାରେ ଧାରଣ କରନ୍ତି । ମାତ୍ର ସିନ୍ଦୁର ଲଗେଇବା ସମୟରେ ଆମେମାନେ କିଛି ଭୁଲ କରିଥାଉ ଯାହା ଅଶୁଭ ଘଟାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେହି ଭୁଲ ସମ୍ବନ୍ଧରେ କହିବୁ ଯାହାକୁ ଜାଣିବା ଦ୍ଵାରା ଆପଣ ତାହାକୁ ପୁଣ୍ୟବାର ନ କରିବେ ।

ଆଧୁନିକ ସମାଜରେ କିଛି ଲୋକମାନେ ସିନ୍ଦୁରର ମୂଲ୍ୟ କୁ ପରିବର୍ତ୍ତନ କରୁଛନ୍ତି । ଶିକ୍ଷିତ ମହିଳାମାନେ ସମାଜରେ ନିଜ ର ପରିଚୟ ସୃଷ୍ଟି କରିବା ହେତୁ ସିନ୍ଦୁର ଧାରଣ କରିବାକୁ ଇଛା ପ୍ରକାଶ କରୁନାହାଁନ୍ତି । ଯେଉଁ ମହିଳାମାନେ ମଥାରେ ସିନ୍ଦୁର ଧାରଣ କରନ୍ତି ନାହିଁ ତାଙ୍କ ସ୍ଵାମୀଙ୍କ ଜୀବନ ଧନ ଓ ସ୍ଵାସ୍ଥ ଜନିତ ସମସ୍ୟା ଦେଖାଯାଇଥାଏ । ଆସନ୍ତୁ ଜାଣିବା ବିଧିବିଧାନ ସମ୍ବନ୍ଧରେ । 1- ବିବାହିତ ମହିଳାମାନନ୍କୀ ନିଜ ପଇସାରେ କ୍ରୟ କରାଯାଇଥିବା ସିନ୍ଦୁରକୁ ପିନ୍ଧିବା ଉଚିତ୍ । ଅନ୍ୟ ମହିଳା ବ୍ୟବହାର କରୁଥିବା ସିନ୍ଦୁର ଲଗେଇବା ଅଶୁଭ ହୋଇଥାଏ ଏବଂ ତାଙ୍କ ସ୍ଵାମୀଙ୍କୁ ଧନ ସମ୍ବନ୍ଧୀୟ ସମସ୍ଯା ଦେଖାଯାଇଥାଏ ।

2- ବିବାହିତ ମହିଳାଙ୍କୁ ଉପହାର ରେ ମିଳିଥିବା ସିନ୍ଦୁରର ପ୍ରୋୟଗ କରିବା ଅନୁଚିତ୍ । 3- ସ୍ନାନ କରିବା ପରେ ସିନ୍ଦୁର ଲଗେଇବା ଉଚିତ୍ । 4- ସିନ୍ଦୁର ଲଗେଇବା  ସମୟରେ ସ୍ଵାମୀ ର ଲମ୍ବା ଆୟୁ ଓ ସୁସ୍ଥ ଜୀବନ ର କାମନା କରି ଧାରଣ କରିବା ଉଚିତ୍ ହୋଇଥାଏ । 5- ସିନ୍ଦୁର ଲଗେଇବା ବେଳେ ମାତା ପାର୍ବତୀ କୁ ଧ୍ୟାନ କରି ଲଗେଇବା ଦ୍ଵାରା ଅଖଣ୍ଡ ଶୋଭାଗ୍ୟବତୀ ର ବରଦାନ ପ୍ରାପ୍ତ କରିଥାନ୍ତି ।

6- ମାସିକ ଧର୍ମ ଚାଲୁଥିବା ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ ନଚେତ୍ ସିନ୍ଦୁରର ଅପମାନ ହୋଇଥାଏ । 7- ସିନ୍ଦୁର ତଳେ ପଡିବା ବହୁତ ଅଶୁଭ ହୋଇଥାଏ । ତେଣୁ ଆପଣ ପିଲାମାନଙ୍କ ଠାରୁ ଓ ଯେଉଁ ସ୍ଥାନରେ ରଖିଲେ ଯେପରି ତାହା ନ ପଡିବ ସେହି ସ୍ଥାନରେ ତାହାକୁ ରଖନ୍ତୁ । 8- କାହାରି ଆଗରେ ସିନ୍ଦୁର ଲଗାନ୍ତୁ ନାହିଁ ତାହା କରିବା ଦ୍ଵାରା ଆପଣ ଦୁଇହିଙ୍କ ଭିତରେ ପ୍ରେମ କମିଯାଇଥାଏ ।

9- ଶାସ୍ତ୍ର ଅନୁସାରେ ଯେଉଁ ମହିଳା ସିନ୍ଦୁରକୁ ଛୁଟି ମଧ୍ୟରେ ଲୁଚେଇ ରଖିଥାନ୍ତି ସମାଜରେ ତାଙ୍କ ସ୍ଵାମୀଙ୍କ ମାନ ସନମାନ ମଧ୍ୟ ଲୁଚି ଯାଇଥାଏ । 10 – ସିନ୍ଦୁର ଡବାରେ ପଇସା ରଖିବା ଅତ୍ୟଧିକ ଶୁଭ ମାନା ଯାଇଥାଏ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button