IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶନିବାର ଦିନ, ଘରେ ଚୁପଚାପ୍ ରଖନ୍ତୁ ୨ଟି ଲବଙ୍ଗ, ଧନ ମାଡ଼ିଆସିବ, କରଜରୁ ମୁକ୍ତି

ବନ୍ଧୁଗଣ ଆଜି ଆମେ ଲବଙ୍ଗର କିଛି ଉପାୟ ବିଷୟରେ କହିବାକୁ ଯାଉଛି । ଯାହାକୁ ଆପଣଙ୍କୁ ଶନିବାର ଦିନ କରି ଦିଅନ୍ତୁ ତେବେ ମାନି ଚାଲନ୍ତୁ ତେବେ ଆପଣଙ୍କ ଜୀବନରେ ଖୁଶିର ଆଗମନ ହୋଇଥାଏ । ଆପଣ ଯାହା ବି କାମ ଆରମ୍ଭ କରିବେ ସେଥିରେ ସଫଳତା ପ୍ରାପ୍ତି ହେବ । ତନ୍ତ୍ର ଓ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲବଙ୍ଗକୁ ବହୁତ ଉତ୍ତମ ମାନା ଯାଇଥାଏ ।

କୁହାଯାଏ ଲବଙ୍ଗର ଉପାୟ ସଠିକ ଦିନରେ ସଠିକ ସମୟରେ କରାଯାଏ ତାହା ବ୍ୟର୍ଥ ଯାଏ ନାହି । ଲବଙ୍ଗକୁ ବହୁତ ପୂଜା ପାଠରେ ପ୍ରୟୋଗ କରାଯାଏ । ଜ୍ଯୋତିଷ ଉପାୟରେ ଲବଙ୍ଗକୁ ଚମତ୍କାରୀ ମାନାଯାଏ । ଲବଙ୍ଗର ଉପାୟ ବହୁତ ସରଳ ଅଟେ । ଆସନ୍ତୁ ଜାଣିବା ସେସବୁ ବିଷୟରେ ।

୧- ଯଦି ଆପଣ ଶତ୍ରୁ ମାନଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଲଗାତାର ୫ଟି ଶନିବାର ଶନି ମନ୍ଦିରକୁ ଯାଇ ସେଠାରେ ସୋରିଷ ତେଲର ଦୀପ ସହ ଲବଙ୍ଗ ପକାଇ ଦିଅନ୍ତୁ । ଏହା ଦ୍ଵାରା ଶନିଦେବଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ ଆଉ ଶତ୍ରୁର ବିନାଶ ହେବ ।

୨- ମାନି ନିଅନ୍ତୁ ଆପଣଙ୍କ ଘରେ ନେଗେଟିଭ ଶକ୍ତି, କଳା ଯାଦୁର ପ୍ରଭାବ ରହିଛି ଆଉ ଉନ୍ନତି ହୋଇପାରୁ ନାହି ତେବେ ଶନିବାର ଦିନ ଏହି ଉପାୟ ସନ୍ଧ୍ୟାରେ କରନ୍ତୁ । ପିତଳ ବା ମାଟି ପାତ୍ର ନିଅନ୍ତୁ । ୧୧ଟି ଲବଙ୍ଗ, ୨ଟି ଗୁଜୁରାତି, ୫ଟି କର୍ପୁର କୁ ଜଳାଇ ଦିଅନ୍ତୁ ଓ ଏହାର ଧୂଆଁ କୁ ଘରେ ସବୁ ଆଡେ ବୁଲାଇ ଦିଅନ୍ତୁ । ଏହା ସଂପୂର୍ଣ୍ଣ ଜଳିବା ପରେ ଏହାର ପାଉଁଶକୁ ଡବାରେ ରଖି ଦିଅନ୍ତୁ । ଆପଣ ପ୍ରତିଦିନ ଏହାର ପାଉଁଶ ନେଇ ଜଳପାତ୍ରରେ ପକାଇ ଏହାର ଚିଟା ଘରର ମୁଖ୍ୟଦ୍ଵାର ରେ ପକାନ୍ତୁ । ଏମିତି କରିଲେ ଆପଣଙ୍କ ଘରେ ଯାହା ବି ନେଗେଟିଭ ଶକ୍ତିର ପ୍ରଭାବ ଥିବା ତାହା ଦୂର ହୋଇଯିବ ।

୩- ତୃତୀୟ ଉପାୟ ହେଉଛି ଆପଣଙ୍କୁ ସବୁ କଷ୍ଟରୁ ମୁକ୍ତି ମିଳିବ । କିଛି ରୋଗ ହୋଇଛି, ଟଙ୍କା ଖର୍ଚ୍ଚ ହେଉଛି, ଚିନ୍ତାରେ ଅଛନ୍ତି ତେବେ ଏହି ଉପାୟ କରନ୍ତୁ । ୫ଟି ଶନିବାର ଦିନ ଶିବ ମନ୍ଦିରକୁ ଯାଆନ୍ତୁ । ୫ଟି ସୋମରବର ତାମସିକ ଭୋଜନ ତ୍ୟାଗ କରିବାକୁ ହେବ । ଶନିବାର ଦିନ ୨ଟି ଲବଙ୍ଗ ନେଇ ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ଉତ୍ତର ଦିଗରେ ଛିଡା ହୋଇ ଅର୍ପଣ କରନ୍ତୁ । ସେଠାରେ ଓମ ନମହ ଶିବାୟ ମନ୍ତ୍ର ଜପ କରନ୍ତୁ । ଏହା ପରେ ଆପଣଙ୍କୁ ମହାଦେବଙ୍କ କୃପା ପ୍ରାପ୍ତ ହେବ ଆଉ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

୪- ଶନିବାର ଦିନ ଭଗବାନ ଗଣେଶଙ୍କ ସାମ୍ନାରେ ଘିଅର ଦୀପ ଜଳାନ୍ତୁ । ନାଲି କପଡାରେ ୨୧ଟି ଲବଙ୍ଗ ରଖି ପୁଟୁଳି ବନାଇ ଭଗବାନ ଗଣେଶଙ୍କ ଡାହାଣ ଚରଣରେ ସ୍ପର୍ଶ କରାଇ ଦିଅନ୍ତୁ । ଏହାକୁ ନେଇ ଆପଣ ଦୋକାନର ଟଙ୍କା ରଖୁଥିବା ଜାଗାରେ ରଖନ୍ତୁ । ଦେଖିବେ ଆପଣଙ୍କ ବ୍ୟାପାରରେ ଉନ୍ନତି ହେବାରେ ଲାଗିବ ।

Related Articles

Leave a Reply

Your email address will not be published. Required fields are marked *

Back to top button