IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଇନ୍ଦୁ ପରେ ବିନ୍ଦୁ, ମାଡି ଆସୁଛି ମହାବିପଦ ! କଳିଯୁଗର ହେବ କି ସମାପ୍ତି… ଦେଖନ୍ତୁ କଣ କହୁଛି

ଜୀବନରେ ଅନେକ ପ୍ରକାର ସମସ୍ଯା ଆସିଥାଏ । ସମସ୍ତ ସମସ୍ୟାର ସମାଧାନ ମଧ୍ୟ ରହିଥାଏ । ଆପଣମାନେ ଦେଖିଥିବେ ଆକାଶରେ ଚନ୍ଦ୍ର କିପରି ଚନ୍ଦ୍ରଙ୍କ ତଳ ଭାଗରେ ବିନ୍ଦୁଟିଏ ଦେଖିବାକୁ ମିଳିଛି । ଏଥିରୁ ଜଣାଯାଏ ଯେ ୬୦୦ ଶହ ବର୍ଷ ତଳେ ଅଚ୍ୟୁତା ନନ୍ଦ ଲେଖିଛନ୍ତି ଯାହା ଏବେ ସତ ହୋଇଛି । ପର୍ବତ ଶିଖରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ । ଏହା ସତ୍ୟ ହେବାକୁ ଯାଉଛି ।

ଅଚ୍ୟୁତା ନନ୍ଦ ଯାହା ଯାହା ଲେଖିଥିଲେ ତାହା ଧୀରେ ଧୀରେ ହେଉଛି । ଅଚ୍ୟୁତା ନନ୍ଦଙ୍କ ଲେଖା ଅନୁସାରେ କଳିଯୁଗ ଶେଷ ହେବାକୁ ଲାଗିଲାଣି । ଅନେକ ଘଟନା ଦୁର୍ଘଟଣା ଘଟୁଛି । ଏହା ହେଉଛି କଳିଯୁଗ ଶେଷ ହେବାର ସଙ୍କେତ । ଇନ୍ଦୁ ପରେ ବିନ୍ଦୁ ଦେଖିବୁ ଯେବେ କଳକି ଉଦୟ ହୋଇବ ତେବେ । ଏହି ଦ୍ରୁଶ୍ଯ ଆଗରୁ କେବେ ଦେଖି ନାହୁଁ । ଏହା କିଛି ଅଶୁଭ ସଙ୍କେତ ନୁହେଁ । ଡରିବାର କିଛି ନାହିଁ । କେବଳ ଏହି ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ।

ଏହି ଦ୍ରୁଶ୍ଯ ଦେଖିସାରିବା ପରେ ସ୍ନାନ କରି ନମସ୍କାର କରିଦିଅନ୍ତୁ । ଓ ତା ପରଦିନ ସକାଳୁ ସୂର୍ଯ୍ୟଙ୍କୁ ପାଣି ଦେଇ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା କୌଣସି କ୍ଷତି ହେବ ନାହିଁ । ନଚେତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରନ୍ତୁ ଓ ଜଗନ୍ନଥଙ୍କ ମନ୍ତ୍ରକୁ ଜପ କରନ୍ତୁ । ଏହା ପରେ କୌଣସି ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ । ଅଚ୍ୟୁତାନନ୍ଦ ୬୦୦ ଶହ ବର୍ଷ ତଳେ ଲେଖିଥିଲେ ଇନ୍ଦୁ ପରେ ବିନ୍ଦୁ ଦେଖିବୁ ଯେବେ କଲକି ଉଦୟ ହୋଇବ ତେବେ ।

ଏହା ସତ୍ୟ ବାଣୀ ଅଟେ । ଏହାକୁ କେହି ବଦଳାଇ ପାରିବେ ନାହିଁ । ଏମିତି ଅନେକ ପ୍ରକାର ଘଟନା ଦେଖିବାକୁ ପାଇଛୁ । ଯେମିତିକି ପୁରୀ ବଡ ଦାଣ୍ଡରେ ନିଆଁ ଲାଗିବା । ରୋସ ଘରେ ଚୁଲି ଭାଙ୍ଗିବା । ଶ୍ରୀ ମନ୍ଦିରରୁ ନେତ ଉଡିଯିବା । ଏପରି ଅନେକ ଘଟନା ଦୁର୍ଘଟଣା ଘଟିଚାଲିଛି । ଅଚ୍ୟୁତା ନନ୍ଦଙ୍କ କହିବା ଅନୁସାରେ କିଛି କିଛି ଘଟନା ସତ୍ୟ ହୋଇ ହୋଇ ଯାଉଛି । ଯେଉଁ ଦିବଶେ ଉଦିତ ହୋଇବ ତାରା ପ୍ରଚଣ୍ଡ ହୋଇବା ରବିର ଖରା ।

ଏହି ପରି ଅନେକ ଘଟନା ବା ଅସମ୍ଭବ କଥା ସମ୍ଭବ ହେବ । କଳିଯୁଗ ଶେଷ ହେବାର ଲୀଳା ଏବେଠାରୁ ଆରମ୍ଭ ହୋଇଗଲା । ଏହି ପରି ଅନେକ ଘଟନା ଘଟିବ । ଯାହା ଯାହା ସବୁ ଅଚ୍ୟୁତା ନନ୍ଦ କହିଛନ୍ତି ସବୁ ଅକ୍ଷରେ ଅକ୍ଷରେ ସତ୍ୟ ହେବ । କିନ୍ତୁ ଡରିବାର କିଛି ନାହିଁ କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା ଓ କୌଣସି ପାପ କାମ କରିବା ନାହିଁ । ଏହା କରିବା ଦ୍ଵାରା କିଛି ମାତ୍ରାରେ ଏହି ସବୁ ସମସ୍ୟାରୁ ବଞ୍ଚି ପାରିବା । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button