IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ହୋଇଥାଏ ମହା ବିନାଶ, ଜାଣନ୍ତୁ ସ୍ଵାମୀ ଓ ସ୍ତ୍ରୀ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ

ସମସ୍ତ ମନୁଷ୍ୟ ଚାହାନ୍ତି ସୁଖ ସମୃଦ୍ଧ ର ଜୀବନ ବଞ୍ଚିବା ପାଇଁ । ଦାଂପତ୍ଯ ଜୀବନ ସୁଖ ଶାନ୍ତିରେ ବିତାଇବା ପାଇଁ । ହେଲେବି କିଛି ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାର ସମାଧାନ ମଧ୍ୟ ରହିଥାଏ । ବା କିଛି ନିୟମ ରହିଥାଏ । ଏହି ନିୟମକୁ ମନି ରହିଲେ କୌଣସି ସମସ୍ଯା ହୋଇନଥାଏ । ଆଜି ଆପଣଙ୍କ ପାଇଁ ଏଭଳି ଏକ ଅନୁଚିନ୍ତା ନେଇ ଆସିଛୁ ଯାହା ଦ୍ଵାରା ବୈବାହିକ ଜୀବନରେ କୌଣସି ସମସ୍ଯା ଆସିବା ନାହିଁ ।

ଆସନ୍ତୁ ଯାଇବା କଣ ରହିଛି ସେହି ଅନୁଚିନ୍ତା ।  ୧- ଘରର ମୁଖ୍ୟଦ୍ଵାର କିମ୍ବା ଝରକା ବାଟେ ରୋଷେଇ ଘରର ଚୁଲା ଦେଖାଯିବା ଊହିତ ନୁହେଁ । ଏହା ଦ୍ଵାରା ଘରେ କୌଣସି ସଙ୍କଟ ପଡିବାର ସମ୍ଭାବନା ରହିଥାଏ ।  ୨- ଘରର ପଶ୍ଚିମ ଦିଗରେ ପୂର୍ବକୁ ମୁଖକରି ଭୋଜନ କରିବା ଉଚିତ ହୋଇଥାଏ । ଏହା ଦ୍ଵାରା ଗୃହ ପାଇଁ ଶୁଭ ହୋଇଥାଏ । ସୁଖ ,ଶାନ୍ତି ଏବଂ ସନ୍ତୋଷ ପ୍ରାପ୍ତ ହୋଇଥାଏ ।  ୩- ଘରର ଐଶାନ୍ୟ କୋଣ କେକେବି ଦୂଷିତ ରଖିବା ଉଚିତ ନୁହେଁ ।

ଏହା ଦ୍ଵାରା ବିଭିନ୍ନ ପ୍ରକାରର ସମସ୍ଯା ହୋଇଥାଏ ।  ୪- ଗୋଟିଏ ମାଠିଆରେ ବର୍ଷା ପାଣି ସଂଗ୍ରହକରି ଐଶାନ୍ୟ କୋଣରେ ରଖିବା ଉଚିତ । ଏହା ଦ୍ଵାରା ଗୃହ ପାଇଁ ଶୁଭ ହୋଇଥାଏ । ସବୁ ସମସ୍ଯା ଦୂର ହୋଇଥାଏ ।  ୫- ପରିବାରରେ କୌଣସି ବ୍ୟକ୍ତିଙ୍କୁ ରୋଗ ହୋଇଥାଏ । ଅଟାରେ କଳାଖସା ମିଶାଇ ରୁଟି କରି ଗୁଡ ସହିତ ତାଙ୍କ ମୁଣ୍ଡ ଚାରିପଟେ ବୁଲାଇ ମାଇଁଷିକୁ ଖାଇବାକୁ ଦେବା ଦ୍ଵାରା ସବୁ ରୋଗ ମିକ୍ତା ହେବ ।

୬-  ଯଦି କୌଣସି ରୋଗ ଭଲ ହେଉନାହିଁ ତ ଗାଧୋଇବା ସମୟରେ ପାଣିରେ ଗଙ୍ଗା ଜଳ ମିଶାଇ ଗାଧୋଇଲେ ସୁଫଳ ମିଳିଥାଏ ।  ୭- ଅଧିକ ରୋଜଗାର ପରେ ମଧ୍ୟ ପଇସାର ଅଭାବ ରହିଥାଏ । ତେବେ ଗହମରେ ଏଗାରତି ତୁଲସୀପତ୍ର ଏବଂ ଦୁଇଟି କେସର ଦାନା ମିଶାଇ ପେଶୀ ତାକୁ ବ୍ୟବହାର କରିବା ଉଚିତ । ଏହା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହେବ ।  ୮- ସନ୍ଧ୍ଯା ସମୟରେ ଶୋଇବା ,ପଢିବା ,ଭୋଜନ କରିବା କିମ୍ବା ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ ।

ଏବଂ ଓଦା ଗୋଡରେ ରାତିରେ ଶୋଇବା ଅନୁଚିତ ଅଟେ । ଏହା ଦ୍ବାରା ଘରେ ଧନହାନି ହୋଇଥାଏ ।  ୯-  ଘରେ ଯଦି କୌଣସି ସ୍ଥାନରେ ଉଈ ଲାଗିଥାଏ କିମ୍ବା ମହୁମାଛି ବସା ବାନ୍ଧିଥାଏ । ଏହା ଦ୍ଵାରା ଘରର ମୁଖ୍ୟଲୋକ କୌଣସି ସମସ୍ୟାରେ ପଡିବାର ସଙ୍କେତ ଦେଇଥାଏ ।  ୧୦- ଘରୁ ବାହାରିବ ସମୟରେ ଗୋଡ କାଦୁଅରେ ବା ଗୋବରରେ ପଡିଯାଏ ଏହା ବହୁତ ଅଶୁଭ ସଙ୍କେତ ଅଟେ । ଏହା ଦ୍ଵାରା କୌଣସି ସମସ୍ଯା ଆସିପାରେ ।  ୧୧- ଘରୁ ବାହାରକୁ ଯିବା ସମୟରେ ଯଦି ପାରା ମଳତ୍ଯାଗ କରେ । ଏହା ଦ୍ଵାରା ଆର୍ଥିକ ଲାଭ ହୋଇଥାଏ । କାର୍ଯ୍ୟରେ ସଫଳତା ହେବାର ସଙ୍କେତ ।  ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button