IBN ଓଡ଼ିଶା ବ୍ୟୁରୋ

ସିଝା ଅଣ୍ଡା ଖାଉଥିଲେ ସର୍ତକ ହୋଇ ଯାଆନ୍ତୁ ଆଉ ନିଶ୍ଚୟ ପଢନ୍ତୁ ଏହିଁ ଖବର

ଆମେ ମାନେ ବହୁତ ସମୟ ରେ ଲୋକ ମାନଙ୍କୁ ଏମିତି ଭାବେ ଦେଖିବା ପାଇଁ ପାଇ ଥାନ୍ତି । କି ସେମାନେ ସକାଳେ ବ୍ରେକଫାଷ୍ଟ ରେ ସିଝା ଇଣ୍ଡା ର ସେବନ କରିବା ପାଇଁ ଚାହାଁନ୍ତି । ହେଲେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଖବର ବିଷୟ ରେ କହିବୁ ତାହା ସୁଣିବା ପରେ ଆପଣ ମାନେ ଏହି ସିଝା ଅଣ୍ଡା ଖାିବା ପୂର୍ବ ରୁ ଥରେ ନୁହେଁ ବରଂ ବହୁତ ଥର ଭାବିବେ ।

ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ଗୋଟିଏ ବ୍ୟକ୍ତି ଯେତେ ବେଳେ ସିଝା ଅଣ୍ଡା ର ସେବନ କରୁ ଥିଲା ତେବେ ତାର ଅଣ୍ଡା ରୁ ଜାହା ବାହାରିଲା ଆପଣ ମାନେ ବି ସୁଣି ଆଶ୍ଚର୍ଯ୍ୟ ହେବେ । ସେ ତ ବେହୋସ ହୋଇ ଜାଇ ଥିଲା । ଏହି ଘଟଣା ହିମାଞ୍ଚଳ ର ଉନା ନାମକ ସ୍ଥାନ ର ଅଟେ । ତେବେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଖବର କହିବା ପାଇଁ ଚାହିଁଲେ ଏଠାରେ ଗୋଟିଏ ବ୍ୟକ୍ତି ଙ୍କ ସିଝା ଅଣ୍ଡା ରୁ ଗୋଟିଏ ବିଶାକ୍ତ ପୋକ ବାହାରି ଥିବାର ଦେଖିବା ପାଇଁ ମିଳିଛି ।

EGG
ଯେତେ ବେଳେ ସେ ଖାଇବା ପାଇଁ ଯାଉ ଥିଲେ ତେବେ ସେ ଦେଖିଲେ ଅଣ୍ଡା ର ମଧ୍ୟ ରେ କଳା ରଙ୍ଗ ର କିଛି ରହିଛି । ଏମିତି ମଧ୍ୟ ରେ ଏହା ସଂମ୍ପର୍ଣ୍ଣ ଭାବେ ସିଝି ଜାଇ ଥିବା ବେଳେ ଜଣା ପଡୁ ନ ଥିଲେ ବି ସେ ଯେତେ ବେଳେ ତାହାକୁ ଲେବ୍ ମଧ୍ୟ ରେ ଚେକ୍ କରେଇ ଥିଲେ ତେବେ ଜଣା ପଡି ଥିଲା କି ଏହା ଗୋଟିଏ ବିଶାକ୍ତ ସାପ ର ଛୁଆ ବୋଲି ।

egg

ଏମିତି ରେ ଏହି ଘଟଣା ଟି ଗୋଟିଏ ଦୋକାନ ର ମାଲିକ ର ହୋଇଛି । ଏହି ଦିନରେ ସେ ଯେତେ ବେଳେ ଅଣ୍ଡା ର ଗୋଟିଏ ପେଟି ସିଝାଇ କରି ରଖିଲେ ଏବଂ ସେହି ମଧ୍ୟ ରୁ ଘରକୁ କିଛି ପରିମାଣ ରେ ପଠେଇ ଦେଲେ ତେବେ ସେମିତି ବେଳେ ଦୋକାନ ରେ ଯେତେ ବେଳେ ସେ ଦେଖିଲେ ଅଣ୍ଡା ମଧ୍ୟ ରୁ କିଛି ବିଶାକ୍ତ ପୋକ ବାହାରୁଛି ।

ତେବେ ସେ ତୁରନ୍ତ ହିଁ ଘରକୁ ଫୋନ୍ କରି ଜଣେଇ ଦେଲେ ଏମିତି ରେ ବର୍ତମାାନ ସମୟ ରେ ଏହାର ଖୋଳ ତାତ୍ ଚାଲିଛି କି ଏହି ଅଣ୍ଡା ମଧ୍ୟ ରୁ ବିଶାକ୍ତ ପୋକ ବା ସାପ ର ଛୁଆ ଆସିଲା କେମିତି କଣ ଏହା ସାପ ର ଅଣ୍ଡା ଥିଲା ତେବେ ଏତେ ବଡ ଅଣ୍ଡା ଯେମିତି କୁକୁଡା ଅଣ୍ଡା ପରି ହେବ ନାହିଁ । କହିବା ପାଇଁ ଚାହିଁବୁ ଏହା କେବଳ ଗୋଟିଏ ଅଣ୍ଡା ରେ ହିଁ ଦେଖିବା ପାଇଁ ମିଳିଛି । ଏହି ନେଇ ବର୍ତମାନ ସମୟ ରେ ସ୍ଥାନୀୟ ପୋଲିସ୍ ଅଧିକାରୀ ମାନେ ଜାଞ୍ଚ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button