IBN ଓଡ଼ିଶା ବ୍ୟୁରୋ

ହୃଦଘାତ ଆସିବାର ଏକ ମାସ ପୂର୍ବରୁ ମିଳିଥାଏ ଏହି ସବୁ ସଂଙ୍କେତ ବେଳ ଥାଉ ଥାଉ ହୋଇଜାଆନ୍ତୁ ସାବଧାନ

ହାର୍ଟ ଆର୍ଟାକ୍ ଆସିବା ପୂର୍ବରୁ ଆପଣ କୈଣସି କାର୍ଯ୍ୟ ବିନା ଥକ୍କା ଅନୁଭବ କରିବା ଆରମ୍ଭ କରନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ କାରଣ ଏପରି ପରିସ୍ଥିତିରେ ଆପଣ ହୃଦଘାତ ହେବାର ସମ୍ଭାବନା ଥାଏ | ବନ୍ଧୁଗଣ ହାର୍ଟ ଆଟାକ ଆଜିର ସମୟ ରେ ଏକ ଗମ୍ଭୀର ରୋଗ ହୋଇ ସାରିଛି । ଆମର ଖାଦ୍ୟ ପାନୀୟ ଏବଂ ବିଭିନ୍ନ ପ୍ରକାରର ପଦ୍ୟୁଷଣ ଜନିତ ସମସ୍ୟା ପାଇଁ କେବଳ ବୟସ୍କ ନୁହେଁ ବରଂ ଯୁବ ପୀଢି ମାନେ ବି ଏହି ରୋଗ ରେ ଏବେ ଶୀକାର ହେବାକୁ ଲାଗିଛନ୍ତି ।

ଏହା ହଠାତ୍ ଆସି ଜିବନ ନେଇ ଜାଇ ଥାଏ । ହେଲେ ଏକ ରିସର୍ଚ ରୁ ଜଣା ପଡିଛି ଏହି ଆର୍ଟାକ୍ ଆସିବାର ଗୋଟିଏ ମାସ ପୂର୍ବ ରୁ ହିଁ ଆମକୁ ସଂଙ୍କେତ ମିଳି ଜାଇ ଥାଏ । ତେବେ ଆସନ୍ତୁ ଜାଣି ନେବା ହାର୍ଟ ଆର୍ଟାକ୍ କଣ ପାଇଁ ହୋଇ ଥାଏ ଏବଂ ଏହା ହେବାର ଗୋଟିଏ ମାସ ପୂର୍ବ କଣ ସବୁ ସଂଙ୍କେତ ମିଳେ । ସବୁ ସମୟ ରେ ଆମର ହାର୍ଟ ମଧ୍ୟ ରେ ବନା କୈଣସି ବାଧା ରେ ରକ୍ତ ପ୍ରଭାବିତ ହୋଇ ଥାଏ । ହେଲେ ରୋଗୀଣା ହୋଇ ସାରି ଥିବା କୋରନାରୀ ଆଟାରୀ ରେ ରକ୍ତ ପ୍ରଭାବ ରେ ଚର୍ବି ଯୁକ୍ତ ତତ୍ୱ ଆଟେରୀ ର ଦ୍ୱାର ରେ ହିଁ ବସି ଜାଇ ଥାଏ ।

heart attack

ଏହି ତତ୍ୱ ଯେବେ ବଢି ଯାଏ ତେବେ ରକ୍ତ ପ୍ରଭାବିତ ରାସ୍ତା ରେ ଆସେ । ଏହା ଫଳ ରେ ହାର୍ଟ କୁ ଆସୁ ଥିବା ଅକ୍ସିଜେନ୍ ଏବଂ ନ୍ୟୁଟ୍ରିଏଣ୍ଟ କୁ ବ୍ଲକ୍ କରି ଥାଏ । ଏହା ଫଳ ରେ ବେଳେ ଛାତି ରେ ଯନ୍ତ୍ରଣା ହେବାକୁ ଲାଗେ । ଏବଂ ସ୍ୱାସ ଫୁଲିଯାଏ ଅଧିକାଶଂ ସମୟ ରେ ଏହା ହିଁ କାରଣ ହୋଇ ଥାଏ ।

ତେବେ ଆମେ ଯଦି ସଂଙ୍କେତ ବିଷୟ ରେ କହିବା ତେବେ ବିନା କୈଣସି କାର୍ଯ୍ୟ କରି ଅଧିକ ଝାଳ ବାହାରିବା ସେହି ପରି ଦୁଇ ରେ ବ୍ଲଡ୍ ସାର୍କୁଲେସନ କମ୍ ହେବା ଯଦି ଆପଣ ମାନଙ୍କ ମୁଣ୍ଡ ବୁଲେଇବା ବା ବିପି ଲୋ ହେବାର ସମସ୍ୟା ଦେଖିବା ପାଇଁ ମିଳେ ତେବେ ଏହା ହାର୍ଟ ଆର୍ଟାକ୍ ର ସଂଙ୍କେତ ହୋଇ ଥାଏ । ଏବଂ ଏହି ଥିରୁ ରକ୍ଷା ପାଇଁ ଆପଣ ମାନଙ୍କୁ ଯେତେ ବେଳେ ବି ଏହା ଆସୁ ଥାଏ ।

heart

ତେବେ ଆପଣ ମାନେ ଜୋର ଜୋର ରେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ । ଏବଂ ଏହି ଆର୍ଟାକା ଆସିବାର 1 ଘଣ୍ଟା ମଧ୍ୟ ରେ ଆପଣ ମାନଙ୍କ ମୃତ୍ୟୁ ହୋଇ ପାର ତେଣୁ ଆପଣ ମାନଙ୍କୁ ନିଜେ ରକ୍ଷା କରିବା ପାଇଁ ପଡିବ ନିଜର ।

Related Articles

Leave a Reply

Your email address will not be published. Required fields are marked *

Back to top button