IBN ଓଡ଼ିଶା ବ୍ୟୁରୋ

ଧନ ବୃଦ୍ଧି କରିଥାଏ ଏହି ସବୁ ଵସ୍ତୁ

ବନ୍ଧୁଗଣ ଛୋଟ ବଡ଼ ବସ୍ତୁମାନଙ୍କର ଆମ ଜୀବନରେ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଅଟେ ବା ଛୋଟ ଛୋଟ ବସ୍ତୁ ମାନେ ଆମ ଜୀବନରେ ଧନ ବୃଦ୍ଧି କରିବା ପାଇଁ ସାହାୟକ ହୋଇଥାଏ , ଘରେ ଏହି ସବୁ ଵସ୍ତୁମାନ ରଖିବା ଦ୍ଵାରା ଘରକୁ ଅନେକ ମାତ୍ରାରେ ଧନ ଆସିବାକୁ ଲାଗିଥାଏ। ଆପଣ ଯଦି ଧନ ଵାନ ହେବାକୁ ଚାହୁଁଛନ୍ତି ତେବେ ଏହି ସବୁ ବସ୍ତୁକୁ ଘରେ ଆଣି ରଖନ୍ତୁ , ଅନେକ ଲୋକ ଧନ୍ୟବାନ ହେବାକୁ ଇଛା ରଖିଥାନ୍ତି , ଧନଵାନ ହେବା ପାଇଁ ଅନେକ ପରିଶ୍ରମ ମଧ୍ୟ କରିଥାନ୍ତି , ଏବଂ ଅନେକ ପରିଶ୍ରମ କରି ମଧ୍ୟ ଧନଵାନ ହୋଇପାରନ୍ତି ନାହିଁ , କିନ୍ତୁ କିଛି ଏପରି ଛୋଟ ଛୋଟ ଵସ୍ତୁମାନ ଅଛି ଯାହାକୁ ଘରେ ରଖିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ,

ଏହା ଧନ ବୃଦ୍ଧି କରିବାରେ ସଂପୂର୍ଣ ସାହାୟାକ ହୋଇଥାଏ ତେବେ ଆସନ୍ତୁ ଏ ବିଷୟରେ ଜାଣିବା , ତେବେ ପ୍ରଥମ ଵସ୍ତୁ ହେଉଛି ନେଉଳର ମୂର୍ତ୍ତି , ନେଉଳ ଏପରି ଏକ ଜୀବ ଯିଏକି ଧନ ବୃଦ୍ଧି କରିବାରେ ସୂଚକ ହୋଇଥାଏ , ଧନର ଅଧିକାରୀ ସ୍ଵଂୟ କୁବେର ମଧ୍ୟ ନେଉଳକୁ ପାଖରେ ରଖିଥିଲେ ଏବଂ ନେଉଳର ମୂର୍ତ୍ତିକୁ ଘରେ ରଖିବା ଦ୍ଵାରା ଘରେ ବହୁ ମାତ୍ରାରେ ଧନ ଆସିଥାଏ , ଯଦି ଆପଣ ଧନଵାନ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଘରେ ବା ପୂଜା ଘରେ ନେଉଳର ମୂର୍ତ୍ତି ଅବଶ୍ୟ ରଖନ୍ତୁ , ଦ୍ଵିତୀୟ ହେଲା ହନୁମାନଙ୍କ ପିନ୍ଧା ବସ୍ତ୍ର , ଯେଉଁ ଵ୍ୟକ୍ତି ଅଧିକ ଗରିବ ହୋଇଥାଏ ଯାହାର ପାଖକୁ ଧନ ଆସିବାର ସବୁ ବାଟ ବନ୍ଦ ହୋଇଯାଇଥାଏ ତେବେ ଆପଣ ଏହି ଜିନିଷକୁ ନିଜ ଘରେ ରଖିବା ଦ୍ଵାରା ଆପଣଙ୍କ ଧନ ବୃଦ୍ଧି ହୋଇଥାଏ ,

neula

ହନୁମାନଙ୍କୁ ପିନ୍ଧା ଯାଇଥିବା କୈାଣସି ଏକ ମନ୍ଦିରରୁ ହନୁମାନଙ୍କ ପିନ୍ଧା ବସ୍ତ୍ର ମାଗି ଆଣନ୍ତୁ ଓ ତାହାକୁ ଆଣି ଆପଣଙ୍କ ମୁଖ୍ୟ ଦ୍ଵାରରେ ପୋତି ଦିଅନ୍ତୁ ଏପରି କରିବା ଦ୍ଵାରା ଘରକୁ ସ୍ଵଂୟ ଭଗଵାନ ଦୈାଡି ଚାଲି ଆସନ୍ତି ଏବଂ ସେଠି ହନୁମାନଙ୍କ ସମସ୍ତ ଶକ୍ତି ରହିଥାଏ , ହନୁମାନ ହେଉଛନ୍ତି ମଙ୍ଗଳଙ୍କର ଦେବତା ଏଣୁ ମଙ୍ଗଳ ମଧ୍ୟ ଆସିଯାଇଥାନ୍ତି ଓ ଘରେ ଧନ ବୃଦ୍ଧି ହେବାକୁ ଲାଗିଥାଏ , ଗରିଵରୁ ଅତି ଗରିବ ଲୋକ ଏହି ଉପାୟ କରି ଧନଵାନ ହୋଇପାରିବେ , ତୃତୀୟ ହେଲା ଅତି ଚମତ୍କାରୀ ଦ୍ରବ୍ୟ , ଯଦି କାହାରିକୁ ଅତ୍ୟନ୍ତ ଧନର ଆବଶ୍ୟକତା ପଡ଼ିଥାଏ ତେଵେ ଓସ୍ତ ଗଛ ,

ବର ଗଛ , ସମି ଗଛ, ବେଲ ଗଛ , ଏବଂ ଅଁଳା ଗଛ , ଏହି ଗଛ ମୂଳରେ ଚାରିମୁଖି ଦୀପ ଜଳାଇ ଦିଅନ୍ତୁ ଏବଂ ସମସ୍ତ ଗଛର ପତ୍ର ତୋଳି ଆଣନ୍ତୁ ଏବଂ ସେହି ପତ୍ରକୁ ଲାଲ କପଡାରେ ବାନ୍ଧିଦିଆନ୍ତୁ ଏବଂ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ , ଏହା ଦ୍ଵାରା ମାଁ ଲକ୍ଷ୍ମୀ ଟାଣି ହୋଇ ଆସନ୍ତି ଓ ଧନ ମଧ୍ୟ ପ୍ରଦାନ କରିଥାନ୍ତି ଓ ମଣିଷର ସବୁ ଇଚ୍ଛା ପୂରଣ କରିଥାନ୍ତି , ଚତୁର୍ଥ ମୂର୍ତ୍ତି ହେଉଛି ବେଙ୍ଗର ମୂର୍ତ୍ତି ,

bela

ଧନଵାନ ହେବା ପାଇଁ ଆପଣ ଆପଣଙ୍କ ଘରେ ବେଙ୍ଗର ମୂର୍ତ୍ତି ଅବଶ୍ୟ ରଖନ୍ତୁ , ଛୋଟ ବଡ଼ ଯାହା ବି ହେଉ ନା କାହିଁକି , ବେଙ୍ଗକୁ ଧନ ବର୍ଷାର ସୂଚକ ମଧ୍ୟ କୁହାଯାଇଛି , ଧନର ଚାବିକାଠି ମଧ୍ୟ କୁହାଯାଇଛି , ଏବଂ ଘରେ ବେଙ୍ଗର ମୂର୍ତ୍ତି ସ୍ଥାପିତ କରନ୍ତୁ ଏହା ଦ୍ଵାରା ଘରକୁ ଧନ ଆସିବାକୁ ଲାଗିଥାଏ , ଏଥିରେ ତିଳେ ମଧ୍ୟ ସନ୍ଦେହ ନାହିଁ , ତେବେ ଯଦି ଆପଣ ଚାହାନ୍ତି ତେବେ ଏହି ଉପାୟ କରନ୍ତୁ , ତେବେ ଏହା ଥିଲା କିଛି ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button