IBN ଓଡ଼ିଶା ବ୍ୟୁରୋ

ମୋବାଇଲ ଫୋନ ବ୍ୟବହାର କରୁଥିଲେ ଶୀଘ୍ର ଦେଖନ୍ତୁ ,ବଢ଼ିଲା ସବୁ ସିମର Recharge ପ୍ଲାନ ଏତିକି ଟଙ୍କା ଦେଇ ପ୍ରତିମାସ କରିବେ ରିଚାର୍ଜ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ବର୍ତ୍ତମାନ ଆସିଲା ଏକ ବଡ଼ ଅପଡେଟ ଆପଣଙ୍କ ପାଖରେ ଯେକୌଣସି କମ୍ପାନୀର ସିମ ଥାଉ ଜିଓ ,ଏୟାରଟେଲ ,ଭିଆଇ ବହୁତ ଜଲ୍ଦି ସେମାନଙ୍କ ରିଚାର୍ଜ ପ୍ଳାନର ଦର ବଢ଼ିବାକୁ ଯାଉଛି | ଆହୁରି 17 ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ମୋବାଇଲ ରିଚାର୍ଜ ପ୍ଲାନ |ଏବେ ସବୁ କମ୍ପାନୀର ସିମ ମାନେ ତାଙ୍କ ପ୍ଳାନର ପ୍ରାଇଜକୁ ଆହୁରି 17 ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି |ଚଳିତ ବର୍ଷ ସବୁ ସିମର ରିଚାର୍ଜ ପ୍ଲାନ 15 ରୁ 17 ପରସେଣ୍ଟ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା ଏହା ସହିତ ଆଉ କିଛି ଦିନ ପରେ ମଧ୍ୟ ଆପଣ ଦେଖିବାକୁ ପାଇବେ 5 ଜିବି ଡାଟା ମିଳୁଛି |

ଆପଣ ଯେଉଁ ଅନଲିମିଟେଡ ଆପଣ ଆପଣଙ୍କ ହିସାବରେ ଯେତେ ପାଉଛନ୍ତି ସେତେ ପର୍ଯ୍ୟନ୍ତ ଚଲାଉଛନ୍ତି ତାହାର କୌଣସି ଲିମିଟ ନାହିଁ ଦେଖନ୍ତୁ ଆଉ କିଛି ଦିନ ପରେ ଜିଓ ଏବଂ ଏୟାରଟେଲ ତାଙ୍କ 5 ଜି ର ଅନଲିମିଟେଡ ସେବା ବନ୍ଦ କରିବାକୁ ଯାଉଛନ୍ତି ଆଉ ଯେବେ ତାଙ୍କ ସେବା ବନ୍ଦ ହେବ ସେବେଠାରୁ 5G ର ଗୋଟିଏ ନୂଆ ପ୍ୟାକ ମଧ୍ୟ ଆସିବାକୁ ଯାଉଛି ଯେଉଁ ପ୍ୟାକର ପ୍ରାଇସ 4G ଅପେକ୍ଷା ମଧ୍ୟ ଅଧିକ ହୋଇପାରେ |

ଆଉ ଆପଣଙ୍କ ରିଚାର୍ଜ ପ୍ଲାନର ପ୍ରାଇଶ 17 % ବୃଦ୍ଧି ହୋଇପାରେ |ଯେମିତିକି ଅପଡେଟରେ କୁହାଯାଇଛି ବଜାର ଅଂଶଧନ ଅନୁସାରେ ଦେଶର ବଡ଼ ଟେଲିକମ କମ୍ପାନୀ ଭାରତୀୟ ଏୟାରଟେଲ ତିନି ବର୍ଷ ପରେ ରେଭିନ୍ୟୁ ପର ୟୁଜର ଅର୍ଥାତ ପ୍ରତି ଉପଭୋକ୍ତା ପିଛା ହାରାହାରି 208 ଟଙ୍କାରୁ ବଢ଼ାଇ 286 ଟଙ୍କା ନେବାକୁ ପ୍ଲାନ ଚାଲିଛି |

Related Articles

Leave a Reply

Your email address will not be published. Required fields are marked *

Back to top button