IBN ଓଡ଼ିଶା ବ୍ୟୁରୋ

ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର ,ସରିଲା ଖାତା ଦେଖା ମୂଲ୍ୟାୟନ ଆସିଗଲା ଫଳାଫଳ ତାରିକ ,Student ମାନେ ଜାଣି ରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ନିଷ୍ପତି କେଉଁ ତାରିକ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ଏହା ଛଡ଼ା କେଉଁ ୱେବସାଇଟ ଯୋଗେ ଆପଣ ମାନେ ସର୍ବ ପ୍ରଥମେ ରେଜଲ୍ଟ ପାଇପାରିବେ ଯାହା ଆସନ୍ତୁ ଆଜିର ବିଷୟରେ ଆମେ ଜାଣିବା ଏନେଇ ବୋର୍ଡ ପକ୍ଷରୁ ଜାରି ହେଲା ବଡ଼ ଘୋଷଣା |ଯାହାକି ମାଟ୍ରିକ ଛାତ୍ର ଛାତ୍ରୀ ଅପେକ୍ଷା କରି ବସିଛନ୍ତି ସରିଲା ମାଟ୍ରିକ ଖାତା ଦେଖା ଗତ ମାର୍ଚ୍ଚ 15 ତାରିକରୁ 55 ଟି କେନ୍ଦ୍ର ପକ୍ଷରୁ ଚାଲି ଥିଲା |

ଖାତା ମୂଲ୍ୟାୟନ ଖାତା ଦେଖା ପରେ କଡ଼ା ସୁରକ୍ଷା ବଳରେ ଖାତା ଗୁଡ଼ିକ ଆଣି କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଖାତା ଗୁଡ଼ିକ ରଖାଯାଇଛି |ତେବେ ଖାତା ଦେଖା ସରିଥିବା ବେଳେ କେତେକ ଛାତ୍ର ଛାତ୍ରୀଙ୍କ ହିନ୍ଦୀ ଏବଂ ସଂସ୍କୃତ ଖାତାର ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି ଏହିପରି ସ୍ଥଳରେ ପାଖାପାଖି 5,000 ପରୀକ୍ଷାର୍ଥୀଙ୍କ ଖାତାଙ୍କୁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅଧୀନରେ ପୁନଃ ମୂଲ୍ୟାୟନ କରାଯିବାକୁ ନିଷ୍ପତି ହୋଇଛି

ତେବେ ପରୀକ୍ଷା ଖାତା ମୂଲ୍ୟାୟନ ସରିଥିବା ବେଳେ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ଜାରି ହେବ ଟାବୁଲେସନ ତେବେ 100 ନମ୍ବର ବିଶିଷ୍ଟ ହୋଇଥିବା ପରୀକ୍ଷାରେ ପରୀକ୍ଷାର୍ଥୀ ମାନେ 50 ନମ୍ବର ସବଜେକ୍ଟିଭ ଉତ୍ତର ଦେଇଥିବା ବେଳେ ଅବଶିଷ୍ଟ 15 ନମ୍ବର ଓଇ ମାର୍କ ଉତ୍ତର ଦେଇଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button