IBN ଓଡ଼ିଶା ବ୍ୟୁରୋ

ଆସିଗଲା ମାଟ୍ରିକ ରେଜଲ୍ଟ ତାରିଖ ,ସବୁ ଛାତ୍ର ଛାତ୍ରୀ ମାନେ ଜାଣିଲେ ଖୁସିରେ ନାଚି ଉଠିବେ ପାଦ ଆଉ ତଳେ ଲାଗିବ ନାହିଁ

ସମସ୍ତ ମ୍ୟାଟ୍ରିକ ପିଲାମାନଙ୍କ ପାଇଁ ଆସିଲା ଖୁସି ଖବର ମ୍ୟାଟ୍ରିକ ରେଜଲ୍ଟ ଡେଟକୁ ନେଇ ପ୍ରକାଶ ପାଇଲା ସୂଚନା | ଖାତାଗୁଡିକ ମାର୍ଚ୍ଚ 15 ତାରିଖରୁ ଖାତା ଦେଖା ଆରମ୍ଭ ହୋଇସାରିଛି 55ଟି କେନ୍ଦ୍ରରେ ପିଲାମାନଙ୍କ ଖାତାଦେଖା ଆରମ୍ଭ ହୋଇଥିଲା |

ଖାତାଦେଖା ଅଲରେଡ଼ି ସରିଲାଣି ଅବଜେଟିଭ ଆଉ ସବଜେଟିଭି ଖାତା ଦେଖା ସରିଛି ଅବଜେଟିଭ ଖାତା ଗୁଡିକ ଆପଣମାନଙ୍କର କମ୍ପୁଟରରେ ସ୍କାନ ହୋଇକି ଦେଖାଯାଉଥିଲା | ଏବେ ଗୋଟିଏ ବାକି ରହିଛି ଟେବୁଲେସନ ବାକି ରହିଛି ପିଲାମାନଙ୍କ ମାର୍କ ଗୁଡିକୁ ମିଶା ଯିବା ବାକିରହିଛି |

ଏହି କାମଟି 10ରୁ 12ଦିନ ମଧ୍ୟରେ ସରିଯିବ ଅଜିହେଲା 12 ତାରିଖ ମିନିମମ 20ରୁ 25 ଭିତରେ ଆପଣଙ୍କ ଟେବୁଲେସନ ପକ୍ରିୟା ସରିଯିବ ଏହା ପରେ ଆପଣଙ୍କର ରେଜଲ୍ଟ ପ୍ରକାଶ ପାଇବ | ପିଲାମାନଙ୍କର ବହୁତ ସାରା କମ୍ପଲେନ ରହୁଥିଲା କି କେବେ ରେଜଲ୍ଟ ବାହାରିବ ଆନୁମାନିକ ଡେଟବା ଫାଇନାଲ ଡେଟ ଆମକୁ ମିଳିନାହିଁ |

କିନ୍ତୁ ରେଜଲ୍ଟ 22ରୁ 25 ତାରିଖ ଭିତରେ ଗ୍ୟାରେଣ୍ଟି ବାହାରିଯିବ ଆପଣମାନେ ନିଜର ନାମ ଦେଇ ଇଣ୍ଡିଆ ରେଜଲ୍ଟ ଡଟକମ ସାଇଟ ରେ ନିଜର ରେଜଲ୍ଟ ଦେଖିପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button