IBN ଓଡ଼ିଶା ବ୍ୟୁରୋ

ଯେଉଁ ଲୋକ ମାନଙ୍କର ନଖରେ ଏହି ଚିହ୍ନ ଥାଏ, ସେହି ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳି…

ସମସ୍ତ ମନୁଷ୍ୟଙ୍କ ଶରୀରରେ ଅନେକ ପ୍ରକାର ଚିହ୍ନ ରହିଥାଏ । ଜ୍ଯୋତିଷ ଶସ୍ତ୍ର ଅନୁସାରେ ପ୍ରତେକ ଚିହ୍ନର ଅଲଗା ଅଲଗା ଅର୍ଥ ରହିଥାଏ । ଜଣେ ବ୍ଯକ୍ତିର କପାଳର ରେଖା ଠାରୁ ନେଇ ହାତର ରେଖା ଯାଏ ଶରୀରର ତିଳ ଓ ବ୍ୟକ୍ତିଳ ନଖବି ଚରିତ୍ର ଓ ଜୀବନ ସହ ଜଡିତ ହୋଇଥାଏ । ଏହି ଅର୍ଦ୍ଧଚନ୍ଦ୍ର ବ୍ୟକ୍ତିଙ୍କ ନଖରେ ଥିବା ଦ୍ଵାରା ଜୀବନରେ ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ । ପ୍ରାୟ ଲୋକନଙ୍କ ହାତର ନଖରେ ଏହି ଚିହ୍ନ ରହିଥାଏ ।

କିଛି ଲୋକ ଏହି କଥାକୁ ବିଶ୍ଵାସ କରନ୍ତି ତ ଆଉ କିଛି ଲୋକ ଏହାକୁ ବିଶ୍ଵାସ କରନ୍ତି ନାହିଁ । କିନ୍ତୁ ଏହି କଥା ଜ୍ଯୋତିଷ ଶସ୍ତ୍ର ଅନୁସାରେ କୁହାଯାଇଛି ଏହି ନଖର ଚିହ୍ନ ରହିବା ଦ୍ଵାରା ଏହା ବହୁତ ସୂଚନା ଦେଇଥାଏ । ଆଜି ଆସନ୍ତୁ ଜାଣିବା ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ଚିହ୍ନ ଥିବା ଦ୍ଵାରା ଜୀବନରେ କଣ ପରିବର୍ତ୍ତନ ଆସିବାକୁ ଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ହାତରେ ଏହି ଅର୍ଦ୍ଧଚନ୍ଦ୍ର ପରି ଚିହ୍ନ ଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଯେତେ ରୋଜଗାର କାଲେ ମଧ୍ୟ ଅଭାବ ରହି ଯାଇଥାଏ ।

ଯେତେ ଧନ ଥାଉ କିନ୍ତୁ ଜୀବନ ବହୁତ କଷ୍ଟରେ ବିତିଥାଏ । କୌଣସି ନା କୌଣସି କାର୍ଯ୍ୟରେ ସମସ୍ଯା ଆସିଥାଏ । ସେଥିଲାଗି ସବୁ ସମୟରେ ନିଜକୁ ବହୁତ ଦୁଃଖ ପ୍ରକାଶ କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କର ହାତରେ ଅର୍ଦ୍ଧଚନ୍ଦ୍ର ର ଚିହ୍ନ ଥାଏ । ସେହି ବ୍ୟକ୍ତିଙ୍କ ହୃଦୟ ବହୁତ ନିର୍ମଳ ହୋଇଥାଏ । ଯାହାବି କଥା କହିଥାନ୍ତି ସାମ୍ନାରେ କହିଦିଅନ୍ତି । କୌଣସି କଥା ମନରେ ଲୁଚାଇ ରଖନ୍ତି ନାହିଁ । କାହାକୁ ଦୁଃଖ ବା କଷ୍ଟ ଦେବାକୁ ଚାହିଁନଥାନ୍ତି । ସବୁ ବେଳେ ଖୁସିରେ ରହିବାକୁ ଚାହିଁଥାନ୍ତି ।

ଯେକୌଣସି କାର୍ଯ୍ୟରେ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି । ବାହୁତ ପରଉପକାରୀ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କ ଜୀବନରେ କିଛି ସମସ୍ଯା ଆସିଥାଏ କିନ୍ତୁ ବହୁତ ପରିଶ୍ରମ କରିବା ଦ୍ଵାରା ତାଙ୍କ ଜୀବନ ଆରମରେ ବିତାଇଥାନ୍ତି । କଠିନ ପରିଶ୍ରମ କରିବା ଦ୍ଵାରା ଏମାନେ ନିଶ୍ଚୟ ସଫଳ ହୋଇଥାନ୍ତି । ଯେଉଁ କାର୍ଯ୍ୟକୁ ବହତ ପରିଶ୍ରମ ଦ୍ଵାରା କରନ୍ତି ସେହି କାର୍ଯ୍ୟ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରସର ହୋଇଥାଏ । ସବୁ କାର୍ଯ୍ୟକୁ ବହୁତ ସରଳ ଭାବେ କରିଥାନ୍ତି ।

ନଖ ମନୁଷ୍ୟର ହାତ ଏବଗ ଗୋଡର ଆଙ୍ଗୁଳି ମାନଙ୍କର ଶେଷରେ ଆଙ୍ଗୁଳି ମାନଙ୍କର ଉପର ଭାଗରେ କିଛି ଶକ୍ତିଶାଳୀ କବଚ ଭଳି ରହିଥାଏ । ଖାଲି ମନୁଷ୍ୟ ମାନଙ୍କର ନଥାଏ ,ମାଙ୍କଡ ଭଳି ଅନେକ ପଶୁଙ୍କର ରହିଥାଏ । ପଶୁ ମାନଙ୍କର ସିଙ୍ଘରେ ମଧ୍ୟ ଏହି ଅର୍ଦ୍ଧଚକ୍ର ର ଚିହ୍ନ ରହିଥାଏ । ଏହି ଚିହ୍ନ ରହିବା ଦ୍ଵାରା ଖାଲିଜେ ଖରାପ ଏହା ନୁହେଁ କିଛି ଭଲ ମଧ୍ୟ ରହିଛି । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button