IBN ଓଡ଼ିଶା ବ୍ୟୁରୋ

A ନାମ ଥିବା ଲୋକଙ୍କ ରହସ୍ୟମୟ କଥା ! ଆପଣଙ୍କ ପାଖରେ ଥିଲେ A ନାମର ଲୋକ ତୁରନ୍ତ ଦେଖନ୍ତୁ

ହିନ୍ଦୁ ଅନୁସାରେ ପ୍ରତେକ ବ୍ଯକ୍ତିର ନାମକରଣ ରାଶିର କୁଣ୍ଡଳୀ ଅନୁସାରେ କରାଯାଇଥାଏ । ପ୍ରତେକ ବ୍ଯକ୍ତିର ଜୀବନରେ ତାଙ୍କ ନାମର ବହୁତ ମହତ୍ଵ ରହିଥାଏ । ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ବୁଅକ୍ତିଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ବ୍ଯକ୍ତିର ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି ଜାଣି ହୁଏ । ସେଥିଲାଗି ପିତା ମାତା ଭାବିଚିନ୍ତି ସନ୍ତାନର ନାମକରଣ କରିଥାନ୍ତି ।

ଆଜି ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର A ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ବିଷୟରେ ।ଯେକୌଣସି ପୁଅ ବା ଝିଅଙ୍କ ନାମ A ଅକ୍ଷରରେ ଆରମ୍ଭ ହୋଇଥାଏ ,ଏହି ବ୍ୟକ୍ତି ବହୁତ ଆକର୍ଷଣୀୟ ହୋଇଥାନ୍ତି । ସବୁବେଳେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତି । ଏହି ବ୍ୟକ୍ତିଙ୍କ ଶରୀର ଗଠନ ଏପରି ହୋଇଥାଏ ସମସ୍ତଙ୍କ ମନକୁ ଆକର୍ଷଣ କରିଥାନ୍ତି । ଏହି ବ୍ୟକ୍ତି ସର୍ବଦା ସୁନ୍ଦରକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ବହୁତ ସ୍ମାର୍ଟ ହୋଇଥାନ୍ତି ।

ସବୁ କାର୍ଯ୍ୟକୁ ବହୁତ ସାହସର ସହ କରିଥାନ୍ତି । କୌଣସିବି କାର୍ଯ୍ୟରେ ସଫଳ ହେବ ଯାଏ ଚେଷ୍ଟା କରିଥାନ୍ତି । ଏହି ବ୍ୟକ୍ତି ବହୁତ ଭାବୁକ ହୋଇଥାନ୍ତି । ସବୁ କାର୍ଯ୍ୟ କରିବା ଆଗରୁ ବହୁତ ଭବିଚିନ୍ତି କରିଥାନ୍ତି । ସର୍ବଦା ସମସ୍ତଙ୍କ ମଙ୍ଗଳ ଚିନ୍ତା କରିଥାନ୍ତି । ଏହି ବ୍ୟକ୍ତିଙ୍କ ଇଚ୍ଛା ଘ୍ର ପରିବାରର ସମସ୍ତ ସଦସ୍ୟ ଭଲରେ ରହିବା ପାଇଁ । ଏହି ବ୍ୟକ୍ତିଙ୍କ କଟଜକୁ ଯଦି କୌଣସି ବ୍ୟକ୍ତି ନଶୁଣି ଥାଏ । ଏମାନଙ୍କୁ ବହୁତ ଖରାପ ଲାଗିଥାଏ ଓ ଏହି ବ୍ୟକ୍ତି ନୀରସ ମଧ୍ୟ ହୋଇଯାଇଥାନ୍ତି ।

ପାଠ ପଢାକୁ ନେଇ ବହୁତ ଯତ୍ନବାନ ଥାନ୍ତି । ନିଜ ଭବିଷ୍ୟତ ପାଇଁ ମଧ୍ୟ ଏହି ବ୍ୟକ୍ତି ବହୁତ ସଚେତନ ହୋଇଥାନ୍ତି । ଏହି ବ୍ୟକ୍ତି ଯଦି କୌଣସି କାର୍ଯ୍ୟ ଆରମ୍ଭ କରିଥାନ୍ତି ସେହି କାର୍ଯ୍ୟକୁ ଶେଷ ନକରିବା ଯାଏ ଶାନ୍ତିରେ ବସିପାରନ୍ତି ନାହିଁ । ଏହି ବ୍ୟକ୍ତିଙ୍କୁ ଇଚ୍ଛା କରିଥିବା ପ୍ରତେକ ଜିନିଷ ଡେରିରେ ବା ଧୀରେ ଧୀରେ ମିଳିଥାଏ । ଯଦି ଏହି ବ୍ୟକ୍ତିଙ୍କୁ ସଫଳ ମିଳିଯାଏ ଏହି ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚି ଯାଇଥାନ୍ତି । ଏହି ବ୍ୟକ୍ତି ନିଜ ଜୀବନ ସହ ବହୁତ ସଙ୍ଗର୍ଷ କରିଥାନ୍ତି ଓ ସଙ୍ଗର୍ଷ କରି ମାଧତା ନିଜ ଲକ୍ଷ ସ୍ତଳରେ ପହଞ୍ଚି ଯାଇଥାନ୍ତି ।

ଏହି ବ୍ୟକ୍ତି ପ୍ରେମକୁ ବହୁତ ଗୁରୁତ୍ଵ ଦେଇଥାନ୍ତି କିନ୍ତୁ ଏତେ ରୋମାଣ୍ଟିକ ହୋଇନଥାନ୍ତି । ଏହି ବ୍ୟକ୍ତି ବହୁତ ଲକି ହୋଇଥାନ୍ତି ,ସେଥିଲାଗି ପ୍ରେମରେ ବହୁତ ଭଲ ପାଇବା ପାଇଥାନ୍ତି । ଯେଉଁ ସମ୍ପର୍କରେ ଏହି ବ୍ୟକ୍ତି ଯୋଡି ହୋଇଯାନ୍ତି ,ସେହି ସଂପର୍କକୁ ସବୁବେଳେ ଚେଷ୍ଟା କରିଥାନ୍ତି ସାରା ଜୀବନ ବଜାଇ ରଖିବା ପାଇଁ । ଏହି ବ୍ୟକ୍ତି ବହୁତ କ୍ରୋଧୀ ସ୍ଵୋଭାବର ହୋଇଥାନ୍ତି । ଏହି ବ୍ୟକ୍ତି ଥରେ ରାଗିଗଲେ ବୁଝାଇବା ବହୁତ କଷ୍ଟ ହୋଇଥାଏ । ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button