IBN ଓଡ଼ିଶା ବ୍ୟୁରୋ

କୁକୁର ମାନେ ରାତିରେ କଣ ପାଇଁ କାନ୍ଦିଥାନ୍ତି ! ଜାଣି ହେବେ ଆଶ୍ଚର୍ଯ୍ୟ

ଏହି ବିଶାଳକାୟ ପୃଥୁବିରେ ଅନେକ ପଶୁ ପକ୍ଷୀ ବାସ କରିଥାନ୍ତି । ଅନେକ ଜୀବ ଜନ୍ତୁ ଜଙ୍ଗଲରେ ବାସକରନ୍ତି ତ ଆଉ ଅନେକ ଜୀବ ଜନ୍ତୁ ଗୃହପାଳିତ ହୋଇ ରହିଥାନ୍ତି । ଅନେକ ଲୋକ ବିଲେଇ ,କୁକୁର ଘରେ ରଖିବାକୁ ପସନ୍ଦ କରିଥାନ୍ତି । କୁକୁର ରଖିବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି । ଆଜି ଆସନ୍ତୁ ଜାଣିବା ରାତିରେ କୁକୁର କାହିଁକି କାନ୍ଦିଥାନ୍ତି । ଏହାର ଅର୍ଥ କଣ ଥାଏ । ସମସ୍ତେ କହିଥାନ୍ତି ରାତିରେ କୁକୁର କନ୍ଦିବା ବହୁତ ଅଶୁଭ ହୋଇଥାଏ ।

ଏହା ଦ୍ଵାରା କୌଣସି ଅଘଟଣା ଘଟିବାର ଅଛି ଯାହା ଦ୍ଵାରା କୁକୁର କାନ୍ଦିକି ପୂର୍ବରୁ ସୂଚନା ଦେଉଛି । ଅନେକ ଲୋକ ଏହା ମଧ୍ୟ ଭବିଥାନ୍ତି କୁକୁର କନ୍ଦିବା ଦ୍ଵାରା କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । କାହାର ମୃତ୍ୟୁ ପୂର୍ବରୁ କୁକୁର ସୂଚନା ଦେଇଥାଏ । ଆଉ କିଛି ଲୋକ ଏହା ମଧ୍ୟ ଭବିଥାନ୍ତି କି କୁକୁର କାଣ୍ଡିବାର କାରଣ ଏହା ଭୁତ ହୋଇଥାଏ , ଆମ ପାଖରେ ଆତ୍ମାର ବାସ ହୋଇଥାଏ । ଯାହାକୁ ଦେଖି କୁକୁର ମାନେ ଦେଖି ଭୋକିବାକୁ ଲାଗନ୍ତି ବା କାନ୍ଦିଥାନ୍ତି ।

ପ୍ରାୟ ଲୋକ ଏହି କଥାକୁ ଅନ୍ଧବିଶ୍ଵାସ ମଧ୍ୟ ଭବିଥାନ୍ତି । କିନ୍ତୁ କୁକୁର ମାନେ କାନ୍ଦି ନଥାନ୍ତି ସେମାନେ ଭୋକୁଥାନ୍ତି । ଏହି ଭୋକିବାକୁ ପ୍ରାୟ ଲୋକ କହିଥାନ୍ତି ଏହା ଅଶୁଭ ବୋଲି । କୁକୁର ମାନେ ଭୋକିବାର କାରଣ ହେଉଛି ଅନ୍ୟ କୁକୁରକୁ ବାର୍ତ୍ତା ପଠାଇଥାନ୍ତି ।କାହାକୁ ବାର୍ତ୍ତା ପଠାଇବାର ଥାଏ ତ କୁକୁର ମାନେ ଭୋକିଥାନ୍ତି । କିନ୍ତୁ ସମସ୍ତେ କହିଥାନ୍ତୁ କୁକୁର କାନ୍ଦୁଛି ବୋଲି । ଯଦି କୁକୁରଟି ଦୁଃଖରେ ବା ବହୁତ କଷ୍ଟରେ ରହିଛି ତ ଏହି ସମୟରେ ମଧ୍ୟ କୁକୁର ମାନେ ଭୋକିଥାନ୍ତି ।

ନିଜ କଷ୍ଟକୁ ସାମ୍ନା ବାଲାଙ୍କୁ କହିବା ପାଇଁ ଚେଷ୍ଟା କରିଥାଏ ସେଥିଲାଗି କୁକୁର ଭୋକିଥାନ୍ତି । ସବୁ କୁକୁରଙ୍କୁ ଏକୁଟିଆ ରହିବାର ପସନ୍ଦ ନଥାଏ । ଏହି ଏକେଲା ରହିବାର କରଣରୁହିଁ କୁକୁର ମାନେ ଭୋକିଥାନ୍ତି । କୁକୁର ମାନଙ୍କର ଶ୍ରବଣ ଶକ୍ତି ବହୁତ ରହିଥାଏ । ସେଥିଲାଗି ବହୁତ ଶବ୍ଦ ହେବ ମଧ୍ୟ କୁକୁର ମାନଙ୍କୁ ପସନ୍ଦ ହୋଇନଥାଏ । ବହୁତ କଣ ଶବ୍ଦ କୁକୁର ମାନେ ଶୁଣିପାରନ୍ତି ,ଯାହା ମନୁଷ୍ୟ ମାନେ ମଧ୍ୟ ଶୁଣି ପାରନ୍ତି ନାହିଁ ।

କିନ୍ତୁ କୁକୁର ମାନେ ବହୁତ କମ ଶବ୍ଦରେ ମଧ୍ୟ ଶୁଣିଦେଇଥାନ୍ତି । ଅଧିକ ଶବ୍ଦ କାରଣରୁ ମଧ୍ୟ କୁକୁର ମାନେ ଭୋକିଥାନ୍ତି । ଏହି ଭଳି ଅନେକ କଥା ରହିଛି ଯାହା ଦ୍ଵାରା ଆମକୁ ପୂର୍ବରୁ ସୂଚନା ମିଳିଥାଏ । କିନ୍ତୁ କୁକୁର କାନ୍ଦି ନଥାନ୍ତି କୁକୁର ମାନେ ଭୋକିଥାନ୍ତି । ଏହି କଥାକୁ ନେଇ ମଧ୍ୟ ବହୁତ ଲୋକ ଭୟଭୀତ ହୋଇଯାଇଥାନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button