IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସକାଳେ ଉଠିଲ ପରେ ଏହି ଜିନିଷ ଦେଖନ୍ତୁ ନାହିଁ, ହୋଇଯିବେ ଦାଣ୍ଡର ଭିକାରି

ସମସ୍ତ ମନୁଷ୍ୟ ଚାହିଁଥାନ୍ତି ସୁଖ ସମୃଦ୍ଧିର ଜୀବନ ବିତାଇବା ପାଇଁ । ଜୀବନରେ କୌଣସି ସମସ୍ଯା ,କୌଣସି ବାଧା ବିଗ୍ନ ନଆସିବା ପାଇଁ । ସମସ୍ତ ଲୋକ ଚାହିଁଥାନ୍ତି ସକଳ ସମୟଟା ଭଲରେ କଟୁ ଯାହା ଫଳରେ ଦିନ ସାରା ମଧ୍ୟ ଭଲରେ ବିତିଜୀବ । ଅନେକ ଲୋକ ସକାଳୁ ଉଠି ପୂଜା ପାଠରେ ଲାଗିଯାଇଥାନ୍ତି । କୌଣସି ବ୍ୟକ୍ତି ଚାହିଁନଥାନ୍ତି ଦିନ ସାରା ଖରାପରେ କଟାଇବା ପାଇଁ । ଆଜି ଆସନ୍ତୁ ଜାଣିବା ସକଳ ସମୟରେ କେଉଁ ଜିନିଷ ଦେଖିବା ଦ୍ଵାରା ଦିନ ସାରା ଆପଣଙ୍କର ଖରାପରେ କାଟିବ ।

ସକାଳୁ ଉଠି ପ୍ରଥମେ ଭଙ୍ଗ ଦର୍ପଣ ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଦିନ ସାରା କୌଣସି କମ ଶୁଭ ହୋଇନଥାଏ । କୌଣସି କାର୍ଯ୍ୟ ମଧ୍ୟ ସଫଳ ହେବନାହିଁ । ଏହା ଠାରୁ ଦୂରେଇ ରହିବା ଉଚିତ । ଘରୁ ବହୁତ ଶୀଘ୍ର ସେହି ଦର୍ପଣକୁ ବାହାର କରିଦେବ ଉଚିତ । ଦ୍ବିତୀୟରେ ସକାଳୁ ଉଠି କୌଣସି ଗର୍ବ କରୁଥିବା ନାରୀ ବା ଚରିତ୍ରହୀନା ନାରୀଙ୍କୁ ଦେଖିବା ଉଚିତ ନୁହେଁ । ସକାଳୁ ଉଠି ଗର୍ବୀ ,ଅହଙ୍କାରୀ ,ଚରିତ୍ରହୀନା ନାରୀଙ୍କୁ ଦେଖିଲେ ଦିନ ସାରା କୌଣସି କାର୍ଯ୍ୟ ଶୁଭ ହୋଇନଥାଏ ।

ସେହି ଦିନ ସବୁ ଶୁଭ କାର୍ଯ୍ୟ ଅଶୁଭରେ ପରିଣତ ହୋଇଯିବ । ଦିନ ସାରା ବିରକ୍ତି ସ୍ଵୋଭାବାର ହୋଇଥାନ୍ତି । ଦିନ ସାରା କୌଣସି କାର୍ଯ୍ୟ କରିବାକୁ ମଧ୍ୟ ଇଚ୍ଛା କରିବେ ନାହିଁ । ତୃତୀୟରେ ସକାଳୁ ଉଠି ଚପଲ ବା ଜୋତା ଦେଖନ୍ତୁ ନାହିଁ । ଘର ବାହାରେ ଚପଲକୁ ସର୍ବଦା ସଜାଡିକି ରଖନ୍ତୁ । ଚପଲକୁ ଅସନା କରିରଖିବା ଚପଲ ଦେଖିବା ଦ୍ଵାରା ଦିନ ସାରା କୌଣସି ବିଗ୍ନ ଘଟିପରେ । କୌଣସି କାର୍ଯ୍ୟ ଅଶୁଭ ହୋଇଥାଏ ।

ସକାଳୁ ଉଠି କୌଣସି ଖାଲି ପାତ୍ର ଯେପରି ଖାଲି ବାଲଟି ,ଖାଲି ପର୍ସ ଏହି ପରି ଖାଲି ଜିନିଷ ଦେଖନ୍ତି ତ ଦିନ ସାରା ଅଶୁଭରେ କଟିଥାଏ । ସବୁବେଳେ ଚେଷ୍ଟା କରନ୍ତୁ ପୂର୍ଣା ଥିବା ଜିନିଷକୁ ଦେଖିବା ପାଇଁ । ସକାଳୁ କୌଣସି କଳି ଝଗଡା ଦେଖିବା ଅଶୁଭ ହୋଇଥାଏ । ସକାଳୁ ଉଠି ଅଧୂଆ ମୁହଁରେ କାହାରୀକୁ ଚାହିଁବେ ନାହିଁ । ଏହା ଦ୍ଵାରା ଦିନସାରା କୌଣସିବି କାର୍ଯ୍ୟ ସଫଳ ହୋଇନଥାଏ । ସକାଳୁ ଉଠି ରାଧା କୃଷ୍ଣଙ୍କ ଫଟୋ ଦେଖିବା ଦ୍ଵାରା ସବୁ କାର୍ଯ୍ୟ ଶୁଭ ହୋଇଥାଏ ।

ସକାଳୁ ଉଠିବ ପରେ କୌଣସି ଲୋକଙ୍କୁ ଧାରେ ବା କରଜ ଦେବେ ନାହିଁ । ଏହା କରିବା ଦ୍ଵାରା ଦିନ ସାରା ଧନର ଅଭାବ ଦେଖାଦେବ । ସକାଳୁ ଉଠି ନିଜ ହାତର ପାପୁଲି ଦେଖିବା ଉଛି ଏହା ପରେ ସୂର୍ଯ୍ୟ ପ୍ରଣାମ କରିବା ଉଚିତ । ଏହା କରିବା ଦ୍ଵାରା ଦିନ ସାରା ସାଭୁ କାର୍ଯ୍ୟ ଶୁଭ ହୋଇଥାଏ । କୌଣସିବି କାର୍ଯ୍ୟରେ ସଫଳତା ମିଳିଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button