IBN ଓଡ଼ିଶା ବ୍ୟୁରୋ

ଦୁଇଟି ମୟୁର ପଙ୍ଖ କରିବ ଧନୀ ! ମୟୂର ପଙ୍ଖର 20ଟି ଚମତ୍କାରୀ ଲାଭ ଜାଣି ଆଶ୍ଚର୍ଯ୍ୟ ହେବେ

ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ଧନକୁ ନେଇ ହେଉ ବା ବ୍ୟବସାୟକୁ ନେଇ ହେଉ । ସବୁ ସମସ୍ୟାକୁ ସମାଧାନ କରିବା ମଧ୍ୟ ବହୁତ କଷ୍ଟ ହୋଇଥାଏ । ଜୀବନରେ ଧନର ଆବଶ୍ୟକତା ବହୁତ ରହିଥାଏ । କିଛି ଲୋକ ଧନର ପ୍ରାପ୍ତି ପାଇଁ ଅନେକ ପ୍ରତିକାର କରିଥାନ୍ତି । ହେଲେବି ପ୍ରତିକାର ସାରିବା ସତ୍ବେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ । ଆଜି ଆସନ୍ତୁ ଜାଣିବା ଘରକୁ ମାୟୁର ପଙ୍ଖ ଆଣିବା ଦ୍ଵାରା କିପରି ଧାନର ପ୍ରାପ୍ତି ହେଉଛି ।

ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ । ଯେଉଁ ବ୍ୟକ୍ତି ଘରେ ଦୁଇଟି ମୟୁର ପଙ୍ଖ ରଖିଥାନ୍ତି ସେହି ଘରେ କୌଣସି ବ୍ୟକ୍ତି ଅଲଗା ହୋଇନଥାନ୍ତି । ପରିବାର ମଧ୍ୟରେ ଏକଟା ବଢିଥାଏ । ପରିବାରରେ କୌଣସି ସମସ୍ଯା ମଧ୍ୟ ଆସିନଥାଏ । ଯଦି କୌଣସି ବ୍ୟକ୍ତି ନିଜ ପାଖରେ ମୟୁର ପଙ୍ଖ ରଖିଥାନ୍ତି ସେହି ବ୍ଯକ୍ତିର କୌଣସି ଅମଙ୍ଗଳ ହୋଇନଥାଏ । କୌଣସି ଦୁର୍ଘଟଣାରୁ ବଞ୍ଚିଯାଇଥାନ୍ତି । ଘରେ କୌଣସି ବ୍ୟକ୍ତି ମାୟୁର ପଙ୍ଖ ରଖିବା ଦ୍ଵାରା ଘର ଉପରେ କୌଣସି ଅଶୁଭ ଶକ୍ତି ପଡିନଥାଏ ।

ଯଦି କୌଣସି ବ୍ୟକ୍ତିଙ୍କର ପାଠ ଭଲ ହେଉନଥାଏ ବା ପାଠପଢା ପ୍ରତି ମନ ରାହୁନଥାଏ ,ସେହି ବ୍ୟକ୍ତି ନିଜ ପାଠ ପଢା ବ୍ଯାଗରେ ମୟୁର ପଙ୍ଖ ରଖିବା ଉଚିତ । ଏହା ଦ୍ଵାରା ପାଠ ବହୁତ ଭଲ ହୋଇଥାଏ ଓ କୌଣସିବି ପରୀକ୍ଷାରେ ସଫଳ ହୋଇଥାନ୍ତି । କୌଣସି ବ୍ୟକ୍ତି ନିଜ ପକେଟ ବା ଡାଇରୀରେ ମୟୁର ପଙ୍ଖ ରଖିବା ଦ୍ଵାରା ରାହୁ ଗ୍ରହର କୌଣସି କୁପ୍ରଭାବ ପଡିନଥାଏ । ଏବଂ ସବୁ କାର୍ଯ୍ୟ ଶୁଭ ହୋଇଥାଏ । ଯଦି ଘର ପାଖରେ କୌଣସି ସାପ ରହିଛି ବା ସାପର ଭୟ ରହିଛି ନିଶ୍ଚିନ୍ତ ଘରେ ମାୟୁର ପଙ୍ଖ ରଖନ୍ତୁ ।

ଏହା ଦ୍ଵାରା ଘରକୁ କୌଣସି ସାପ ଆସିବେ ନାହିଁ । ମାୟୁର ପଙ୍ଖାକୁ ମୁଣ୍ଡ ଉପରେ ରାଖୀ ଶୋଇବା ଦ୍ଵାରା ବିଦ୍ୟା ଲାଭ ହୋଇଥାଏ । ଯଦି ଘରେ କୌଣସି ବାସ୍ତୁ ଦୋଷ ରହିଛି ତ ଘରର ମୁଖ୍ୟ ଦ୍ଵାରରେ ତିନୋଟି ମାୟୁର ପଙ୍ଖ ରଖନ୍ତୁ । ଘରର ଅଗ୍ନି କୋଣରେ ମୟୁର ପଙ୍ଖ ଲଗାଇବା ଦ୍ଵାରା ଜୀବନରେ କୌଣସି ଦୁଃଖ କଷ୍ଟ ଆସିନଥାଏ । ଯଦି ଦାଂପତ୍ଯ ଜୀବନରେ କୌଣସି କଳହ ବା ଝଗଡା ହେଉଛି ତ ଘରକୁ ଟୁଇଟି ମୟୁର ପଙ୍ଖ ଆଣି ନିଜ ବାହାଘର ଆଲବମରେ ରଖୀ ଦିଅନ୍ତୁ ।

ଏହା କରିବା ଦ୍ଵାଡ଼ା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା କଳିଝଗଡା ସମାପ୍ତ ହୋଇଯିବ । ମାୟୁର ପଙ୍ଖାକୁ ଘର ବାହାରେ ବା ଅଗଣାରେ ରଖିଦେବା ଦ୍ଵାରା ଘର ଉପରେ ଥିବା ସବୁ ନକରାତ୍ମକ ଶକ୍ତିର ସମାପ୍ତ ହେବ । ଘରର ଦକ୍ଷିଣ ପୂର୍ବ କୋଣରେ ମୟୁର ପଙ୍ଖ ଲଗାଇବା ଦ୍ଵାରା ଘରେ ଧନର ପ୍ରାପ୍ତି ହୋଇଥାଏ । ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବା ସହ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ ଓ ଧନର ମଧ୍ୟ କୌଣସୀ ଅଭାବ ରହିବ ନାହିଁ । ଯଦି ଆପଣାକୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button