IBN ଓଡ଼ିଶା ବ୍ୟୁରୋ

ବହୁତ ଭାଗ୍ୟଶାଳୀ ଲୋକ ସ୍ଵପ୍ନରେ ଦେଖିଥାନ୍ତି ଏହି ସବୁ ଧଳା ଜୀବ ଜନ୍ତୁ, କଣ ଆପଣ ଦେଖିଛନ୍ତି କେବେ…. ଦେଖିଲେ ହେବେ କୋଟିପତି

ସ୍ଵପ୍ନ ଅବଚେତନ ମନରେ ଚାଲିଥିବା ବିଚାର ଛଡି ଭବିଷ୍ୟତର ଘଟଣା ବିଷୟରେ ସଙ୍କେତ ଦେଇଥାଏ । ସ୍ଵପ୍ନ ଶାସ୍ତ୍ରରେ ସବୁ ପ୍ରକାର ସ୍ଵପନର ଶୁଭ ଅଶୁଭ ମତଲବ ଥାଏ । କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହାର ଆସିବା ଜୀବନରେ ସୁଖ ସମ୍ପତି ବୈଭବ ଆସିବାର ସଫା ସଙ୍କେତ ଥାଏ । ଆଜି ଏମିତି ଶୁଭ ସ୍ଵପ୍ନ ବିଷୟରେ ଜାଣିବା । ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁ ମାନଙ୍କୁ ଏହି ସ୍ଵପ୍ନ ଆସିଥାଏ । ଏହି ସ୍ଵପ୍ନର ଆସିବା ବ୍ଯକ୍ତିର ଭାଗ୍ୟ ଚମକେଇ ଦେଇଥାଏ ।

ଏହା ବହୁତ ଶୁଭ ସ୍ଵପ୍ନ ହୋଇଥାଏ : ଧଳା ନାଗ :- ସେମିତିରେ ସାପର କଥା ଶୁଣିକି ବହୁତ ଲୋକ ଡଋ ଯାଇଥାନ୍ତି । ଆଉ ତାର ସ୍ଵପ୍ନରେ ଆସିବା ବହୁତ ଲୋକଙ୍କୁ ଡରି ପାରନ୍ତି । କିନ୍ତୁ ଏମିତି ଲୋକ ବହୁତ କମ ଥାନ୍ତି ଯାହାକୁ ସ୍ଵପ୍ନରେ ଧଳା ନାଗ ଦେଖା ଦେଇଥାଏ ।

ଯଦି ସ୍ଵପ୍ନରେ ଧଳା ନାଗ, ସୁନା ରଙ୍ଗର, କି ଚମକ ଥିବା ନାଗ ଦେଖା ଦେଇଥାଏ ତେବେ ଭାଗ୍ୟ ଖୋଲିବାର ସଙ୍କେତ ଅଟେ । ଏମିତି ସ୍ଵପ୍ନ ବ୍ୟତିତ୍ଵକୁ ପୂର୍ବଜଙ୍କ ଆଶୀର୍ବାଦରୁ ବହୁତ ସଫଳତା ମିଳିଥାଏ ।


ଧଳା ବାଘ :- ମା ଦୂର୍ଗାଙ୍କ ବାହନ ବାଘର ସ୍ଵପ୍ନ ଦେଖିବା ବହୁତ ଶୁଭ ହୋଇଥାଏ । ଯଦି ସ୍ଵପ୍ନରେ ଧଳା ବାଘ ଦେଖାଯାଇଥାଏ ତେବେ ଜାଣି ନିଅନ୍ତୁ ଆପଣଙ୍କ କାରିୟରରେ ବହୁତ ସଫଳତା ମିଳିବାର ଅଛି । ଏହା ସହିତ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଓ ଶକରତ୍ମକତା ମଧ୍ୟ ବଢିବ ।


ଧଳା ହାତୀ :- ଧଳା ହାତୀକୁ ଶାସ୍ତ୍ରରେ ଐରାବତ ହାତୀ କହିଥାନ୍ତି । ଏହା ଇନ୍ଦ୍ର ଦେବଙ୍କ ବହନ ଅଟେ । ଯଦି ସ୍ଵପ୍ନରେ ଧଳା ହାତୀ ଆସିଥାଏ ତେବେ ବୁଝି ଜାଆନ୍ତୁ କି ଅପ୍ନା ଜୀବନରେ ରାଜା ଯୋଗ ଆରମ୍ଭ ହୋଇଛି । ଆପଣ ଦୁନିଆର ତମାମ ସୁଖ ସୁବିଧା ଓ ବହୁତ ଧାନ ଦୌଲତ ମିଳିବାର ରହିଛି ।


ଧଳା ମୟୂର :- ମୟୁରକୁ ଆନନ୍ଦ ଓ ଖୁଶିର ପ୍ରତୀକ ବୋଲି କୁହାଯାଇଥାଏ । ସ୍ଵପ୍ନରେ ମାୟୁର ଦେଖିବାର ମାନେ ଆପଣଙ୍କୁ ବହୁତ ବଡ ଖୁସି ମିଳିବ ।


ଧଳା ହଂସ :- ହଂସକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଯଦି ସ୍ଵପ୍ନରେ ଧଳା ହଂସ ଦେଖିବେତ ଏହା ବହୁତ ଧନ ଦୌଲତ ସୁଖ ମିଳିବା ଛଡା ମାଙ୍ଗଳିକ କାର୍ଯ୍ୟ ହେବାର ସଙ୍କେତ ଅଟେ । ଯଦି ବିବାହ ଯୋଗ୍ୟ ଜାତକଙ୍କୁ ଏମିତି ସ୍ଵପ୍ନ ଆସିଥାଏ ତେବେ ତାଙ୍କର ଜଲ୍ଦି ବିବାହ ହେବ ଓ ଏହା ଦ୍ଵାରା ବହୁତ ଭଲ ଜୀବନ ସାଥି ମିଳିବ । ଏହା ସହିତ ବିବାହିତା ଜୀବନ ବହୁତ ଭଲ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button