IBN ଓଡ଼ିଶା ବ୍ୟୁରୋ

ମାତ୍ର 15 ଦିନରେ ଆଁଠୁଗଣ୍ଠି, ଡାଇବେଟିସ, ମୋଟାପଣ ସମସ୍ୟାରୁ ପାଇବେ ମୁକ୍ତି, କରନ୍ତୁ ଏହି ରାମବାଣ ଉପାୟ

ତେବେ ଯେଉଁ ବ୍ୟକ୍ତିଙ୍କୁ ହାର୍ଟ ଅଟାକ ଭଳି ସମସ୍ୟା ଅଛି ତାଙ୍କ ପାଇଁ ବର କୋଳି ପତ୍ର ବହୁତ୍ ଲାଭକାରୀ ଅଟେ । ତେବେ ହାର୍ଟ ଅଟାକ୍ ଦ୍ବାରା ଲୋକଙ୍କ ମୃତ୍ୟୁ କିଛି ମିନିଟ ରେ ହୋଇଥାଏ କିନ୍ତୁ ହାର୍ଟ ଅଟାକ ଗୋଟେ ଦୀନରେ ଆସିନଥାଏ । ବହୁତ୍ ତେଲିଆ ଓ ବାହାର ଖାଦ୍ୟ ସେବନ କରିବା ଦ୍ଵାରା ରକ୍ତରେ କଲେଷ୍ଟ୍ରୋଲ ମାତ୍ରା ବଢ଼ି ଯାଇଥାଏ ଓ ଏହି କାରଣ ପାଇଁ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ ଆପଣଙ୍କ ରକ୍ତ ମୋଟା ହବାକୁ ଲାଗିଥାଏ ।

ଯାହା ଦ୍ଵାରା ଅକ୍ଷିଯନ୍ ଯିବା ପାଇଁ ଅସୁବିଧା ହୋଇଥାଏ ଓ ହାର୍ଟ ଅଟାକ ଭଳି ସମସ୍ୟା ହୋଇଥାଏ । ସେଥିପାଇଁ ଆପଣ ପ୍ରତି ଦିନ ବର କୋଳି ପତ୍ର ଖାଲି ପେଟରେ ଖାଇବା ଦ୍ବାରା ଆପଣଙ୍କ ରକ୍ତ ସଫା ହୋଇଥାଏ ଓ କୋଲେଷ୍ଟ୍ରୋଲ ମାତ୍ରା କମିଯାଏ । ତେବେ ଆପଣଙ୍କ କ୍ଷତ ସ୍ଥାନରେ ଆପଣ ଏହି ପତ୍ର କୁ ବାଟି ଲଗେଇବା ଦ୍ୱାରା ତାହା ଜଲ୍ଦି ଶୁଖିଥାଏ । ଏହାଛଡା ଏହାର ରସକୁ ଆପଣ ଆଖିରେ ଆଲୁଅ ହୋଇଥିଲେ ବ୍ୟବହାର କରି ପାରିବେ ।

ତେବେ ବର କୋଳି ପତ୍ର ଖାଇବା ଦ୍ବାରା ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢ଼ିବାକୁ ଲାଗିଥାଏ ଓ ଆପଣଙ୍କୁ ଥଣ୍ଡା ଜର କାଶ ଭଳି ସମସ୍ୟା ବହୁତ୍ କାମ ହୋଇଥାଏ । ବର କୋଳି ପତ୍ର ଖାଇବା ଦ୍ବାରା ଆପଣଙ୍କ ପେଟ ସବୁ ସମସ୍ୟା ଦୂର ହୋଇଥାଏ । ଆପଣଙ୍କ ପାଚନ ତନ୍ତ୍ର ଭଲ ରହିଲେ ଆପଣଙ୍କୁ ବହୁତ୍ ଲାଭ ମିଳିଥାଏ ।

ତେବେ ଯଦି ଝାଡା ହେଉଛି, ତେବେ ବର କୋଳି ପତ୍ରକୁ ଗ୍ରାଇଣ୍ଡ କରନ୍ତୁ ଏବଂ କ୍ଷୀରରେ ଖାଆନ୍ତୁ, ଡାଇରିଆ ଆରୋଗ୍ୟ ହୋଇପାରିବ । ଶୀତଦିନେ ପାଟି ଅଲସର୍ ସାଧାରଣ ସମସ୍ୟା । ତେବେ ମୋଟାପଣରେ ପୀଡିତ ଲୋକଙ୍କ ପାଇଁ ଏହାର ପତ୍ରର ରସ ବ୍ୟବହାର ଅତ୍ୟନ୍ତ ଲାଭଦାୟକ,ଏହାର ପତ୍ର ଶରୀରର ଅତ୍ୟଧିକ ଚର୍ବିକୁ ହ୍ରାସ କରିଥାଏ ଏବଂ ମେଟାବୋଲିଜିମ୍ ବୃଦ୍ଧି କରିଥାଏ ।

ତେବେ ଆପଣଙ୍କ ଦାନ୍ତ ବିନ୍ଧା ହେଲେ ମଧ୍ୟ ଆପଣ ଏହାକୁ ବ୍ୟବହାର କରି ପାରିବେ । ତେବେ ମୋଟାପଣ ପାଇଁ ଆପଣ ପ୍ରଥମେ କିଛି ପତ୍ର କୁ ବାଟି ଛେଚି ଦିଅନ୍ତୁ ଏବଂ ଏକ ପାଣି ପାତ୍ରରେ ତାକୁ ରାତି ସାରା ପକାଇ ଛାଡି ଦିଅନ୍ତୁ ତେବେ ସକାଳେ ତାକୁ ଛାଣି ପିଅନ୍ତୁ ଏଭଳି ୨୧ ଦିନ କରିବା ଦ୍ୱାରା ଲାଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button