ରାଜନୀତି

ବିଜେଡି ଛାଡିଲେ ଚିତ୍ତରଞ୍ଜନ – Ibnodisha

[ad_1]

ଭୁବନେଶ୍ବର : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଇସ୍ତଫା ତାଲିକା ଧୀରେ ବଢିବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଇସ୍ତଫା ଧାରା ଜାରି ରହିଛି । ଏହି କ୍ରମରେ ଆଜି ଜଣେ ବିଜେଡି ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ଦଳର ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ । ରାଜ୍ୟ ସମ୍ପାଦକ ତଥା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ସଭାପତି ଚିତ୍ତରଞ୍ଜନ ବିଜେଡିକୁ ବାଏ ବାଏ କରିଛନ୍ତି ।

ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button