ରାଜ୍ୟ
୨୬ ମାଓବାଦୀଙ୍କ ଆତ୍ମସମର୍ପଣ – Ibnodisha

[ad_1]
ଛତିଶଗଡ : ଛତିଶଗଡ ପୋଲିସକୁ ବଡ ସଫଳତା । ୨୬ ମାଓବାଦୀଙ୍କ ଆତ୍ମସମର୍ପଣ । ଦାନ୍ତେଡା ପୋଲିସ ନିକଟରେ ଏକାସାଙ୍ଗରେ ୨୬ ଜଣଙ୍କ ଆତ୍ମସମର୍ପଣ । ୨ ନାବାଳକ, ୫ ମହିଳା ମାଓବାଦୀ ସମେତ ୨୬ ଜଣଙ୍କ ଆତ୍ମସମର୍ପଣ । ଜଣେ ମାଓବାଦୀଙ୍କ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ।
ସକାଳ ୮ ବେଳକୁ ପ୍ରଚଣ୍ଡ ତାତି
[ad_2]




