ରାଜ୍ୟ

ଦୋକାନୀକୁ ଟାଙ୍ଗିଆରେ ହାଣିଲା ଦୁର୍ବୁତ୍ତ – Ibnodisha

[ad_1]

ରାୟଗଡ : ରାୟଗଡ ଜିଲ୍ଲା ଦୂନ୍ଦୁଲି ପଞ୍ଚାୟତର ପାତ୍ରପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ଦୋକାନୀକୁ ଟାଙ୍ଗିଆରେ ହାଣିଲା ଦୁର୍ବୁତ୍ତ । ଦୋକାନୀ ଥଣ୍ଡା ପାନୀୟ ମାଗିବା ଫଳରେ ମଦ୍ୟପ ସୁଦେସ ପିରିବାକା ଓ ଦୋକାନୀ ବୁରସା ପେଦେଣ୍ଟିଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ପରେ ତାହା ଉଗ୍ର ରୂପ ନେଇଥିଲା । ଏହି ସମୟରେ ଦୋକାନରେ ଥିବା କୁରାଢି ନେଇ ଦୋକାନୀ ବୁରସାକୁ ଚୋଟ ମାରିବା ଫଳରେ ଦୋକାନୀ ଭୟରେ ପଛ ପଟେ ଧାଇଁ ପଳେଇବ ସମୟରେ ହତ୍ୟା କରିଥିଲା ମଦ୍ୟପ ଯୁବକ ସୁଦେଶ। ଉକ୍ତ ଅଭିଯୁକ୍ତ ଯୁବକ ସୁଦେଶ କୁ ଗିରଫ କରିଛି ଚାନ୍ଦିଲି ପୋଲିସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button