ରାଜ୍ୟ

ଝାରସୁଗୁଡାର ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ – Ibnodisha

[ad_1]

ଭୁବନେଶ୍ୱର : ଜଳୁଛି ଓଡିଶା। ପ୍ରଚଣ୍ଡ  ଖରା ସହ ହେଉଛି ଅସମ୍ଭାଳ ତାତି। ଶନିବାର ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର ୪୦.୮, ରାଉରକେଲା ଓ ବାଲେଶ୍ୱର ୪୦, ଭୁବନେଶ୍ୱର ଓ ସମ୍ବଲପୁର ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦ ୩୯.୨, ଚାନ୍ଦବାଲି ୩୮.୨, ପୁରୀ ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button