ରାଜ୍ୟ

୨୪ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆକଳନ

ଭୁବନେଶ୍ବର: ବାତ୍ୟା ‘ଦାନା’କୁନେଇସୂଚନାଦେଇଛିଭାରତୀୟପାଣିପାଗବିଭାଗ।ଏହା ପୁରୀ-ସାଗରଦୀପମଝିରେଲ୍ୟାଣ୍ଡଫଲକରିବ।୨୪ତାରିଖରାତିକିମ୍ବା୨୫ତାରିଖଭୋରସମୟରେବାତ୍ୟାସ୍ଥଳଭାଗଛୁଇଁବାନେଇ ସୂଚନା ଦିଆଯାଇଛି।ଅତିଭୀଷଣବାତ୍ୟାରୂପନେଇସ୍ଥଳଭାଗଛୁଇଁବବାତ୍ୟା।ଏହିସମୟରେପବନରବେଗ୧୦୦ରୁ୧୧୦କିଲୋମିଟରରହିପାରେ ବୋଲି କୁହାଯାଇଛି।ଅତିବେଶିରେ ୧୨୦ କିଲୋମିଟର ଛୁଇାପାରେ ପବନର ଗତି ।

ବାତ୍ୟା ‘ଦାନା’ରପ୍ରଭାବରେ୨୪ତାରିଖରେରାଜ୍ୟରେଅତିପ୍ରବଳବର୍ଷାନେଇ୭ଜିଲ୍ଲାକୁରହିଛିରେଡ୍ୱାର୍ଣ୍ଣିଂ।ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକଓଯାଜପୁରକୁରେଡୱାର୍ଣ୍ଣିଂରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button