ରାଜ୍ୟ

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସଦର ଥାନା କନକଜୁରା ନିକଟ ପାହାଡ଼ ତଳେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଦେହରେ କ୍ଷତ ଥିବାରୁ ହତ୍ୟା ସନ୍ଦେହ। ମୃତକଙ୍କ ପରିଚୟ ମିଳି ପାରିନାହିଁ। ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତନାଘନା ଆରମ୍ଭ କରିଛି।

ମୃତଦେହଟି ତିନି ଦିନ ତଳର କୁହାଯାଉଥିବାବେଳେ ଯୁବକଙ୍କ କେହି ଅନ୍ୟ ସ୍ଥାନରେ ହତ୍ୟା କରି ଏଠି ଆଣି ପକାଇଛି ନା ଏହି ସ୍ଥାନରେ ହତ୍ୟା କରିଛି ଅଥବା ଅନ୍ୟ କୌଣସି କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button