ରାଜ୍ୟ

ପ୍ରତାପ ଜେନା ମାମଲା : ଓହରିଲେ ବିଚାରପତି – Ibnodisha

[ad_1]

ଭୁବନେଶ୍ୱର : ବିଧାୟକ ପ୍ରତାପ ଜେନାଙ୍କ ମାମଲା ଶୁଣାଣିରୁ ଓହରିଲେ ବିଚାରପତି । ହାଇକୋର୍ଟ ବିଚାରପତି ଜଷ୍ଟିସ ବି.ପି ରାଉତରାୟ ଶୁଣାଣିରୁ ଓହରିଲେ । ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି ହେବ, ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ । ହାଇକୋର୍ଟରୁ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର । ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଯାଇଛନ୍ତି ପ୍ରତାପ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button