ରାଜ୍ୟ
ଗ୍ରୋସରୀ ନାଁରେ ୧୨ କୋଟି ଠକେଇ ! – Ibnodisha
[ad_1]
ଭୁବନେଶ୍ୱର : ଗ୍ରୋସରୀ ସାମଗ୍ରୀ ଦେବା ନାଁରେ ୧୨ କୋଟି ଠକେଇ ମାମଲା । ଠକେଇର ମାଷ୍ଟରମାଇଣ୍ଡକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା ଇଓଡବ୍ଲ୍ୟୁ । ଆଗ୍ରା ଜେଲରୁ ମାଷ୍ଟରମାଇଣ୍ଡ ପର୍ଶୁରାମ ରାଜନେତଭାଇଙ୍କୁ ଆଣିଲା । ଆଗ୍ରାରୁ ଆଣି କଟକ ଓପିଆଇଡି କୋର୍ଟରେ ହାଜର କଲା ଇଓଡବ୍ଲ୍ୟୁ । ଓଡିଶାର ୮ ଜିଲ୍ଲା ସହ ରାଜ୍ୟ ବାହାରେ ମଧ୍ୟ ଠକେଇ କରିଥଲା ।
[ad_2]