ଅପରାଧ
ସ୍ୱାମୀଙ୍କୁ ଶିଳପୁଆରେ ଛେଚି ମାରିଥିଲା ! – Ibnodisha

[ad_1]

ନୟାଗଡ : ସ୍ୱାମୀଙ୍କୁ ହତ୍ୟା କରି ଘର ଭିତରେ ପୋତିବା ଘଟଣା । ସ୍ୱାମୀଙ୍କୁ ଶିଳପୁଆରେ ଛେଚ ସ୍ତ୍ରୀ ହତ୍ୟା କରିଥିବା ଏସଡିପିଓଙ୍କ ସୂଚନା । ଶୋଇଥିବା ବେଳେ ସ୍ୱାମୀର ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲା ସ୍ତ୍ରୀ । ସ୍ୱାମୀକୁ ହତ୍ୟା ପରେ ମୃତ ଦେହକୁ ଘର ଭିତରେ ପୋତି ଦେଇଥିଲା । ପ୍ରମାଣ ନଷ୍ଟ ପାଇଁ ରକ୍ତ ଭିଜା କପଡାକୁ ଘର ପଛ ପଟେ ପୋଡିଥିଲା । ହତ୍ୟାରେ ବ୍ୟବହୃତ ଶାବଳ, ଶିଳପୁଆ ଓ ଅନ୍ୟ ମାରଣାସ୍ତ୍ର ଜବତ ।
ପରକିୟାପ୍ରୀତିରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
The post ସ୍ୱାମୀଙ୍କୁ ଶିଳପୁଆରେ ଛେଚି ମାରିଥିଲା ! appeared first on ONA KHABAR.
[ad_2]



