ରାଜ୍ୟ

ଚାଲିଛି ମୁଖ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା – Ibnodisha

[ad_1]

ଭୁବନେଶ୍ୱର : ଚାଲିଛି ମୁଖ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା । ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନ କରୁଛନ୍ତି ସମୀକ୍ଷା । ବିଭିନ୍ନ ରାଜନୈତିକ ଦଳକୁ ଭେଟିଲେ ନିର୍ବାଚନ କମିଶନ । ରାଜନୈତିକ ଦଳ ମାନଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ପ୍ରଥମେ ଜାତୀୟ ଦଳକୁ ଭେଟିଥିଲେ । ଏହାପରେ ଆଞ୍ଚଳିକ ଦଳକୁ ଭେଟି କରିଛନ୍ତି ଆଲୋଚନା । ପରେ ମୁଖ୍ୟ ନିର୍ବାଚନ କମିଶନ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ଆସନ୍ତାକାଲି ପର୍ୟ୍ୟନ୍ତ ନିର୍ବାଚନ ପ୍ରସ୍ତୁତି ନେଇ କରିବେ ସମୀକ୍ଷା । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାରଙ୍କ ନେତୃତ୍ୱରେ ଆସିଛନ୍ତି ଟିମ୍ । ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ୮ ଜଣିଆ ପ୍ରତିନିଧି ଦଳ ଆସିଛି ଓଡିଶା । ଗସ୍ତ ସମୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବାର କାର୍ୟ୍ୟକ୍ରମ ରହିଛି । ଦୁଇ ଦିନ ଧରି ଏହି ସମୀକ୍ଷା ହେବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button