ଦେଶ

ଶରଣାର୍ଥୀ କ୍ୟାମ୍ପରେ ଆକ୍ରମଣ: ୧୪ ମୃତ – Ibnodisha

[ad_1]

ନୂଆଦିଲ୍ଲୀ: ହମାସର ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲର ଘନ ଘନ ଆକ୍ରମଣ। ଓ୍ବେଷ୍ଟ ବ୍ୟାଙ୍କରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଆଇଡିଏଫ୍ ଆକ୍ରମଣ କରିଛି। ଆକ୍ରମଣରେ ହମାସର ୧୪ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ୧୪ ଜଣଙ୍କ ମୃତ୍ୟୁ ନେଇ ପାଲେଷ୍ଟାଇନ୍ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

ବରଯାତ୍ରୀ ଭ୍ୟାନକୁ ଧକ୍କା ଦେଲା ଦୃତଗାମୀ ଟ୍ରକ; ୯ଜଣଙ୍କ ମୃତ୍ୟୁ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button