ରାଜ୍ୟ

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ – Ibnodisha

[ad_1]

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ର ବିଲା ଛକରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ପିକଅପ୍ ଭ୍ୟାନ୍ ରେ ଅତି ଦୟନୀୟ ଅବସ୍ଥାରେ ଗୋରୁ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକ ୧୬ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ପିକଅପ୍ ଭ୍ୟାନକୁ ଅଟକ ରଖିଥିଳେ । ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା। ଏନେଇ ପାଟଣା ଥାନା କୁ ଖବର ଦିଆଯିବା ପରେ ପୁଲିସ୍ ପହଞ୍ଚି ଗୋରୁ ବୋଝେଇ ପିକଅପ୍ ଭ୍ୟାନ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଏହି ସମସ୍ତ ଗୋରୁ ଗୁଡିକ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ସୂଚନା ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button